ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ବୁଧବାର ଦିନ ୧୯ଟି ଜିଲ୍ଲା ଏବଂ ରାଉରକେଲାକୁ ମିଶାଇ ୨୦ ଜଣ ଏସ୍‌ପିଙ୍କୁ ବଦଳି କରିଛନ୍ତି। ସେହିପରି ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ରାଜ୍ୟ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି।

ଜିଲ୍ଲାସ୍ତରରେ ଅଦଳବଦଳ

ସଞ୍ଜୀବ ଆରୋରା: ଏସ୍‌ପି, ସମ୍ବଲପୁର

ଅଖିଳେଶ୍ୱର ସିଂ: ଡିସିପି, କଟକ

ଅନିରୁଦ୍ଧ କୁମାର ସିଂ: ଏସ୍‌ପି, ମୟୁରଭଞ୍ଜ

ପ୍ରକାଶ ଆର୍‌‍: ଏସ୍‌ପି, ଝାରସୁଗୁଡ଼ା

ଉମାଶଙ୍କର ଦାଶ: ଏସ୍‌ପି, ରାଉରକେଲା

ବ୍ରିଜେଶ କୁମାର ରାୟ: ଏସ୍‌ପି, ଅନୁଗୋଳ

ଚରଣ ସିଂ ମୀନା: ଏସ୍‌ପି, ଯାଜପୁର

ମିତ୍ରଭାନୁ ମହାପାତ୍ର: ଏସ୍‌ପି, କନ୍ଧମାଳ

ସାରସ ଶର୍ମା: ପିଟିଆଇ, ବ‌ଇରି

କନୱର ବିଶାଳ ସିଂ: ଏସ୍‌ପି, କୋରାପୁଟ

କେ ଶିବା ସୁବ୍ରମଣି: ଏସ୍‌ପି, ବଲାଙ୍ଗୀର

ଆଶିଷ କୁମାର ସିଂ: ଏସ୍‌ପି, ନୟାଗଡ଼

ପିନାକ ମିଶ୍ର: ଏସ୍‌ପି, ସୁନ୍ଦରଗଡ଼

ବାଟୁଲା ଗଙ୍ଗାଧର: ଏସ୍‌ପି, ଦେବଗଡ଼

ସୁଧାଂଶୁ ଶେଖର ମିଶ୍ର: ଏସ୍‌ପି, ବୌଦ୍ଧ

ମଦକର ସନ୍ଦୀପ ସମ୍ପଦ: ଏସ୍‌ପି, କଳାହାଣ୍ଡି

ଅନୁପମା ଜେମ୍‌ସ୍‌: ଡିସିପି (ହେଡ୍‌କ୍ୱାଟରର୍ସ୍‌), ପୋଲିସ୍‌ କମିଶନରେଟ୍‌

ରାହୁଲ ପିଆର୍‍: ଏସ୍‌ପି, ରାୟଗଡ଼ା

ପନୱର ସମିତ ପୁରୁଷୋତ୍ତମ ଦାସ: ଏସ୍‌ପି, ନୂଆପଡ଼ା

ଜଗମୋହନ ମୀନା: ଏସ୍‌ପି, ମାଲକାନଗିରି

ମୁକେଶ କୁମାର ଭାମୋ: ଏସ୍‌ପି, ନବରଙ୍ଗପୁର

ଦୀପ୍ତିରଞ୍ଜନ ରାୟ: ଏସ୍‌ପି, ଖୋର୍ଦ୍ଧା

ରାଜ୍ୟସ୍ତରରେ ଅଦଳବଦଳ:

ଓଡ଼ିଶା ରାଜ୍ୟ ମାନବ ଅଧିକାର କମିଶନରେ ଏଡିଜି ଥିବା ମନୋଜ ଛାବ୍ରାଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ କାର୍ଯ୍ୟରତ ଏଡିଜି ଏସ୍‌ଏନ୍‌ ନରୱାଣୀଙ୍କୁ ଓଡ଼ିଶା ରାଜ୍ୟ ମାନବ ଅଧିକାର କମିଶନରେ ନିଯୁକ୍ତି

ଆଇଜି (ଆଧୁନିକୀକରଣ) ଦାୟିତ୍ୱରେ ଥିବା ସୁଶାନ୍ତ କିମାର ଦାସଙ୍କୁ ସମ୍ବଲପୁର ରେଞ୍ଜ୍‌ ଆଇଜି ଭାବେ ବଦଳି

ରେଳବାଇ ଆଇଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ରେଞ୍ଜକୁ ବଦଳି

ରାଉରକେଲା ରେଞ୍ଜ ଆଇଜି ରାଧାକ୍ରିଷ୍ଣ ଶର୍ମାଙ୍କୁ ଅର୍ଥନୈତିକ ଅପରାଧ ଶାଖାର ଆଇଜି ଭାବେ ନିଯୁକ୍ତି, ତା’ ସହିତ ଏସ୍‌ଟିଏଫ୍‌ର ଦାୟିତ୍ୱ। ଅର୍ଥନୈତିକ ଅପରାଧ ଶାଖାର ଆଇଜି ଭାବେ କାର୍ଯ୍ୟରତ ଅରୁଣ ବୋଥ୍ରାଙ୍କୁ ରେଳବାଇ ଆଇଜି ଭାବେ ନିଯୁକ୍ତି।

ବ୍ରହ୍ମପୁର ରେଞ୍ଜ ଆଇଜି ଅମିତାଭ ଠାକୁରଙ୍କୁ ଆଇଜି (ଆଧୁନିକୀକରଣ) ଭାବେ ଦାୟିତ୍ୱ ପ୍ରଦାନ।

ବାଲେଶ୍ୱର ରେଞ୍ଜ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ବ୍ରହ୍ମପୁର ରେଞ୍ଜ ଦାୟିତ୍ୱ।

ସୁନ୍ଦରଗଡ଼ ଦିଆଇଜି ନିଖିଳ କାନୋଡ଼ିଆଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ବଦଳି

ଅନୁଗୋଳ ଏସ୍‌ପି କବିତା ଜଲାନ୍‌‌ଙ୍କୁ ରାଉରକେଲା ଡିଆଇଜି ଦାୟିତ୍ୱ

Comment