ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି। ଆଜିର ସମ୍ପ୍ରସାରଣ ଓ ଅଦଳବଦଳରେ ୧୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିସହିତ ୪ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ କରାଯାଇଛି।
କ୍ୟାବିନେଟ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ
ପିୟୁଷ୍ ଗୋଏଲ
ନିର୍ମଳା ସୀତାରମଣ
ମୁକ୍ତାର୍ ଅବାସ୍ ନକ୍‌ଭି
ରାଷ୍ଟ୍ର  ମନ୍ତ୍ରୀ
ଶିବ ପ୍ରସାଦ ଶୁକ୍ଳ
ଅଶ୍ୱିନୀ କୁମାର ଚୌବେ
ଡଃ ବିରେନ୍ଦ୍ର କୁମାର
ଅନନ୍ତ କୁମାର ହେଗ୍‌ଡେ
ରାଜ କୁମାର ସିଂ
ହର୍‌ଦିପ୍ ସିଂ ପୁରି
ଗଜେନ୍ଦ୍ର ସିଂ ଶେଖାବତ
ଡଃ ସତ୍ୟପାଲ୍‌ ସିଂ
ଆଲଫୋନ୍‌ସ କାନ୍ନାନ୍ଥନମ୍‌

Tags: Bhubaneswar News, BJP, BJP Ministers, Breaking News, Dharmendra Pradhan, Indian Politics, Latest News, Modi, Narendra Modi, , Odisha Breaking News, Odisha News, Odisha Stories, Odisha Top Stories, Politics, Top Stories

LEAVE A REPLY

Please enter your comment!
Please enter your name here