ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହ ଋତୁକୁ ନଜରରେ ରଖି ଭୁବନେଶ୍ୱର ସହିଦନଗରରେ ‘ମାନ୍ୟବର ମୋହେ’ ସୋରୁମ ଖୋଲିଛି। ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ବିଭିନ୍ନ ଭେରାଇଟିର ବ୍ରାଣ୍ଡେଡ ଡ୍ରେସ୍‌ ଏହି ସୋ ରୁମ୍‌ରେ ଉପଲବ୍ଧ ରହିଛି।

ଏହି ନୂତନ ସୋରୁମର ଶୁଭ ଉଦଘାଟନ ଅବସରରେ ସୋରୁମ ଏମ୍‌ଡି ଯୁଗଳ ଅଗ୍ରଓ୍ୱାଲ୍ କୁହନ୍ତି ଯେ, ବାହାଘର ସିଜିନକୁ ଦୃଷ୍ଟିରେ ରଖି ଆମେ ଭୁବନେଶ୍ବରରେ ସୋରୁମ୍ ଖୋଲିଛୁ। ଉଭୟ ବର କନ୍ୟାଙ୍କ ନିମନ୍ତେ ଏହି ସୋରୁମ୍‌ରେ ଭଲ କଲେକ୍ସନ୍ ରହିଛି।”

୩୦୦୦ ଟଙ୍କାରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଡ୍ରେସ ମାନ୍ୟବର ମୋହେରେ ମିଳୁଛି। କାଜୁଆଲ୍ ଟ୍ୟୁନିକଠାରୁ ଆରମ୍ଭ କରି ଲେହେଙ୍ଗା ଗାଉନ୍ ଭଳି ଡ୍ରେସ୍‌ ଏଠାରେ ମିଳୁଛି। ବାହାଘର ପାଇଁ ଯୁତି, ପଗଡି, ବ୍ରୁଚ୍, ମାଳ ଆଦି ମଧ୍ୟ ଏଠାରେ ମିଳୁଛି।

LEAVE A REPLY

Please enter your comment!
Please enter your name here