ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଗଲ ପକ୍ଷରୁ ୨୦୧୭ର ଟପ୍ ସର୍ଚ୍ଚ ଲିଷ୍ଟ ଜାରି କରାଯାଇଛି। ଏହି ତାଲିକାରୁ ଜଣାପଡିଛି ଯେ ବଲିଉଡ, କ୍ରିକେଟ ଓ ଟେକ୍ନୋଲଜି ସମ୍ପର୍କିତ ‘କୀ ୱାର୍ଡ’ ଟ୍ରେଣ୍ଡରେ ରହିଥିଲା। ଏହି ତାଲିକାରେ ମେଗା ହିଟ ଫିଲ୍ମ ବାହୁବଳି-2 ଛାଇ ହୋଇଯାଇଥିଲା। ସେହିଭଳି ଜିଏସଟି ଓ ବିଟକଏନ କୁ ଲୋକେ ବେଶି ଖୋଜୁଥିଲେ। ଆସନ୍ତୁ ନଜର ପକେଇବା କେଉଁ କେଉଁ ବିଷୟକୁ ବର୍ଷ ତମାମ ସର୍ଚ୍ଚ କରାଯାଇଥିଲା।
୧. ବାହୁବଳି -2
୨. ଇଣ୍ଡିଆନ ପ୍ରିମିୟର ଲିଗ୍
୩. ଲାଇଭ୍ କ୍ରିକେଟ ସ୍କୋର
୪. ଦଙ୍ଗଲ
୫. ହାଫ୍ ଗାର୍ଲଫ୍ରେଣ୍ଡ
୬. ମୁନ୍ ନା ମାଇକେଲ
୭. ଜଗ୍ଗା ଜାସୁସ୍
୮. ଚାମ୍ପିଅନସ୍ ଟ୍ରଫି
୯. ରଇଜ୍
୧୦. ହାଉ ଟୁ ଲିଙ୍କ ଆଧାର ଉଇଥ୍ ପ୍ୟାନ୍ କାର୍ଡ
୧୧. ବୁକ୍ ଜିଓ ଫୋନ
୧୨. ବାଇ ବିଟକଏନ ଇନ ଇଣ୍ଡିଆ
୧୩. ହାଓ ଟୁ ଟେକ୍ ଏ ସ୍କ୍ରିନ୍ ସଟ
୧୪. ହାଓ ଟୁ ଫାଇଲ ଜିଏସଟି ରିଟର୍ଣ୍ଣ
୧୫. ହାଓ ଟୁ ଇନଭେଷ୍ଟ ଇନ ମ୍ୟୁଚୁଆଲ ଫଣ୍ଡସ୍
୧୬. ହାଓ ଟୁ ଭୋଟ ଫର ବିଗ୍ ବସ
୧୭. ହ୍ୱାଟ ଇଜ୍ ଜିଏସଟି
୧୮. ହ୍ୱାଟ ଇଜ୍ ଜଲି କାଟ୍ଟୁ
୧୯. ହ୍ୱାଟ ଇଜ୍ BS-3 ଭେଇକିଲ
୨୦. ହ୍ୱାଟ ଇଜ୍ ପେଟା
୨୧. ହ୍ୱାଟ ଇଜ୍ ଜିଓ ପ୍ରାଇମ୍
୨୨. ହ୍ୱାଟ ଇଜ୍ ରନ ସମଓୟାର
୨୩. ହ୍ୱାଟ ଇଜ୍ ଲୁନାର ଏକ୍ଲିପ୍ସ
୨୪. ସିବିଏସଇ ରେଜଲ୍ଟ
୨୫. ୟୁନିୟନ ବଜେଟ
୨୬. ୟୁଏସ ଓପେନ














