ଓଡ଼ିଶାଲାଇଭ୍‌ ବ୍ୟୁରୋ

୧.ସୁପ୍ରିମକୋର୍ଟରେ ଗଡ଼ବଡ଼ ମାମଲା: ଜଷ୍ଟିସ ଚମ୍‌ଲେଶ୍ୱରଙ୍କ ଘରେ ସିପିଆଇ ନେତା ଡି ରାଜା, ଯଶବନ୍ତ ସିହ୍ନା ମଧ୍ୟ  ବିଚାରପତିମାନଙ୍କୁ ଦେଲେ ସମର୍ଥନ।

୨.ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଲଟ କାର ଉପରେ ଗ୍ରାମବାସୀଙ୍କ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ।

୩. ସୂଚନା ଅଧିକାର ଆଇନରୁ ମିଳିଲା ଉତ୍ତର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷାକ ସରକାରୀ ଅର୍ଥରୁ ଆସେ ନାହିଁ।

୪. ସ୍ଥଳ ସେନା ମୁଖ୍ୟଙ୍କ ବଡ଼ ବିବୃତ୍ତି, କହିଲେ ଚୀନ ଏକ ମଜଭୁତ ଦେଶ। ହେଲେ ଭାରତ ବି କିଛି କମ ନୁହେଁ।

୫. ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ଚୀନ ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ତୃତୀୟ ଲୋକପ୍ରିୟ ନେତା।

୬. ନିୟନ୍ତ୍ରଣ ସୀମା ନିକଟରେ ପୁଣି ବଢ଼ିପାରେ ଉତ୍ତେଜନା, ଡୋକ୍ଲାମ୍ ପରେ ତିବ୍ବତ୍ ସୀମାରେ ଚୀନର ସମର ଅଭ୍ୟାସ।

୭. ପାସପୋର୍ଟରେ ଥିବା ଘର ଠିକଣା ଏବେ ଆଉ କାମ ଦେବ ନାହିଁ, ଆସୁଛି ନୂଆ ନିୟମ।

୮. ରିପୋର୍ଟ ଅନୁସାରେ ବିଟ୍କଏନ ଭଳି ରିଲାଏନ୍ସ ଜିଓ ଆଣିବ ‘ଜିଓ କଏନ୍।’

୯. ପଦ୍ମାବତୀ ବିବାଦ: ସରକାରଙ୍କ ପଛଘୁଞ୍ଚା, କରଣୀ ସେନାର ଧମକ ଭିତରେ ଫିଲ୍ମ ରିଲିଜ ନେଇ ଅନିଶ୍ଚିତତା।

୧୦. ନୋଏଡାରେ ଆନ୍ତର୍ଜାତିକ ବକ୍ସିଂ ଖେଳାଳି ଜିତେନ୍ଦ୍ର ମାନଙ୍କୁ ଗୁଳିକରି ହତ୍ୟା।

Comment