ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ୩୬ ଜଣ ଅଧିକାରୀଙ୍କ ବିଭାଗ ଓ ପଦବୀରେ ପରିବର୍ତ୍ତନ ହୋଇଛି। ଏହି ଅଦଳ ବଦଳ ପ୍ରକ୍ରିୟାରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କ ପଦୋନ୍ନତି ହୋଇଛି। ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ନୂଆ ଦାୟିତ୍ବ ମିଳିଛି।
ଭୁବନେଶ୍ୱର ଡିସିପି ଭାବେ ଅନୁପ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ବହୁ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଛି।
ଅରୁଣ ଷଡଙ୍ଗୀ: ଅତିରିକ୍ତ ଡିଜି ଟ୍ରେନିଂ ନିର୍ଦ୍ଦେଶକ ବିପିଏସ୍ପିଏ
ଆର୍ ପି କୋଚେ: ଅତିରିକ୍ତ ଡିଜି, ଅପରେସନ୍
ଏମ୍ କେ ଛାବ୍ରା: ଅତିରିକ୍ତ ଡିଜିପ, ଏଏସ୍ଏପି
ବି ରାଧିକା: ପୋଲିସ ମୁଖ୍ୟାଳୟ
ଏସ୍ କେ ନାଥ: ଅତିରିକ୍ତ ଡିଜି, ଏସ୍ଏଫ୍ଏସ୍ଏଲ୍
ବିନୟତୋଷ ମିଶ୍ର: ଅତିରିକ୍ତ ଡିଜି ଆଧୁନିକୀକରଣ
ଆର୍ କେ ଶର୍ମା: ଅତିରିକ୍ତ ନିର୍ଦ୍ଦେଶକ, ଆଇଜି ଇଣ୍ଟେଲିଜେନ୍ସ
ପି ଏସ୍ ରଣପିଷେ: ଆଇଜି ପର୍ସୋନେଲ୍
ଅରୁଣ ବୋଥ୍ରା: ଆଇଜି. ସିଆଇଡି ସିବି
ସଞ୍ଜୟ କୁମାର ସିଂ: ଅତିରିକ୍ତ କମିସନର, ଭୁବନେ୍ଶ୍ୱର-କଟକ
ଘନଶ୍ୟାମ ଉପାଧ୍ୟାୟ: ଆଇଜି, ତାଳଚେର ରେଞ୍ଜ
ଯତିନ୍ଦ୍ର କୋଏଲ: ଆଇଜି, ଭିଜିଲାନ୍ସ
ଏ ଏନ୍ ସିହ୍ନା: ଡିଆଇଜି, ପୂର୍ବାଞ୍ଚଳ ରେଞ୍ଜ
ଏନ୍ କେ କୋନଡିଆ: ଡିଆଜି, ଅର୍ଥନୈତିକ ଅପରାଧ ଶାଖା
ଆଶିଷ କୁମାର ସିଂ: ଦକ୍ଷିଣାଞ୍ଚଳ ଡିଆଇଜି
ଜୟନାରାୟଣ ପଙ୍କଜ: ଏସ୍ପି, ଜଗତସିଂହପୁର
ଅନିରୁଦ୍ଧ ସିଂ: କମାଣ୍ଡାଣ୍ଟ, ଏସ୍ଓଜି
ଅବିନାଶ କୁମାର: ଏସ୍ପି, ମୟୂରଭଞ୍ଜ
ନୀତି ଶେଖର: ଏସ୍ପି, ସିଆଇଡି ସିବି
ବ୍ରିଜେଶ କୁମାର ରାୟ: ଏସ୍ପି, ଗଞ୍ଜାମ
ମିତ୍ରଭାନୁ ମହାପାତ୍ର: ଏସ୍ପି, ଅନୁଗୁଳ
ପିନାକ ମିଶ୍ର: ଏସ୍ପି, ବ୍ରହ୍ମପୁର
ବି ଯୁଗଳ କିଶୋର କୁମାର: ବାଲେଶ୍ବର ଏସ୍ପି
ଅନୁପମା ଜେମ୍ସ: ଦେବଗଡ଼ ଏସ୍ପି
ମୁକେଶ କୁମାର ଭାମୁ: ବରଗଡ଼ ଏସ୍ପି
ସୌମ୍ୟା ମିଶ୍ର: ସୁନ୍ଦରଗଡ଼ ଏସ୍ପି
ବିବେକାନନ୍ଦ ଶର୍ମା: ନବରଙ୍ଗପୁର ଏସ୍ପି
ପ୍ରତୀକ ସିଂ: କନ୍ଧମାଳ ଏସ୍ପି
କାର୍ତ୍ତିକେଶ୍ୱର ସାମଲ: ଏସ୍ପି, ସ୍ପେଶାଲ ବ୍ରାଞ୍ଚ
ସନ୍ତୋଷ କୁମାର ନାୟକ: ଢେଙ୍କାନାଳ ଏସ୍ପି
ବି କେ ପାଣିଗ୍ରାହୀ: ଏଆଇଜି, ପୋଲିସ ମୁଖ୍ୟାଳ଼ୟ
ପ୍ରାଣଧନ ମହାପାତ୍ର: ଡିସିପି, କମିଶନରେଟ ମୁଖ୍ୟାଳୟ














