ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରର କଳ୍ପନା ଛକରେ ଘଟିଛି ଅଘଟଣ। ବ୍ରେକ୍ ଫେଲ୍ ହୋଇ ଗଛରେ ପିଟିହୋଇଗଲା ଯାତ୍ରୀବାହୀ ବସ୍। ପୁରୀରୁ ଭୁବନେଶ୍ଵର ଆସୁଥିବାବେଳେ ବସ୍ର ବ୍ରେକ୍ ଫେଲ୍ ହୋଇଯିବା ଫଳରେ ୫ଜଣ ଗୁରୁତର ଆହତ ହୋଇଛନ୍ତି।
ତୁରନ୍ତ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସପିଟାଲକୁ ନେଇଥିଲେ।














