ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାରେ ବ୍ୟାଙ୍କ ଡକାୟତି ହୋଇଛି। ସୂଚନାନୁସାରେ ପରଖି ସ୍ଥିତ ଥିବା ଏକ ଆହ୍ଲାବାଦ ବ୍ୟାଙ୍କରରେ ବିଳମ୍ବିତ ରାତିରେ ଡକାୟତି ହୋଇଛି। ତେବେ ବ୍ୟାଙ୍କରୁ କଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।

ଏହା ସହିତ ବ୍ୟାଙ୍କ ପାଖାରେ ଥିବା ଦୁଇଟି ଦୋକାନରୁ ମଧ୍ୟ ଚୋରି ହୋଇଛି। ତେବେ ଗାଁ ଲୋକେ ସନ୍ଦେହ କରୁଛନ୍ତି ଯେଉଁମାନେ ବ୍ୟାଙ୍କରୁ ଡକାୟତି କରିଛନ୍ତି ସେମାନେ ହିଁ ଦୋକାନ ଚୋରି କରିଛନ୍ତି।

ଅନ୍ୟପଟୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ନେଇ ପୋଲିସ ପାଖରେ ସେମିତି କିଛି ସୂଚନା ନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି

Comment