An exclusive interview with Shri Bhubaneswar Pradhan, the living Kansa Maharaja of Bargarh Dhanu Jatra

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମ୍ପର୍କରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ଏକ ଆକର୍ଷଣୀୟ କଫି ଟେବୁଲ୍ ବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ ଭାଷାରେ ପ୍ରସ୍ତୁତ ଏହି ସଚିତ୍ର ପ୍ରକାଶନ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ପୁସ୍ତକର ନାଁ ରହିଛି ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’।

News Website: https://www.odisha.live

Facebook: https://www.facebook.com/odishalive

Youtube: https://www.youtube.com/odishalive

Twitter: https://www.twitter.com/odishalive

An OdishaLIVE Web Production.

Comment