ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ନେତା କିମ୍ ଜଙ୍ଗ ଉନ୍ଙ୍କ ମଧ୍ୟରେ ସାକ୍ଷାତ ହେବେ।
ସୂଚନାନୁସାରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ଭିଏତନାମରେ ହୋଇପାରେ। ସାକ୍ଷାତରେ ଦୁଇ ଦେଶ ମଧ୍ୟରେ କିପରି ସମ୍ପର୍କ ଆଗକୁ ଭଲ ହୋଇପାରିବ ସେ ନେଇ ଆଲୋଚନା ହେବ ବୋଲି କୁହାଯାଉଛି।
ଏହା ସହିତ ଉତ୍ତରକୋରିଆା କରୁଥିବା ପରମାଣୁ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମର ସମୀକ୍ଷା ପ୍ରସଙ୍କ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇପାରେ।
ଦୁଇ ନେତାଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ସିଙ୍ଗାପୁର ସାକ୍ଷାତ ହୋଇସାରିଛି।










