ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ୩ ପ୍ରତିଶତ ବଢ଼ାଇଲେ ମହଙ୍ଗା ଭତ୍ତା।

ନିର୍ବାଚନ ଠିକ୍‌ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଭେଟି। ରାଜ୍ୟ ସରକାର ସୋମବାର ସରକାରୀ କର୍ମଚାରୀଙ୍କ ପାଇଁ ଭେଟି ଘୋଷଣା କରିଛନ୍ତି। ସୋମବାର ରାଜ୍ୟ ସରକାର, ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି।

୩ ପ୍ରତିଶତ ଭତ୍ତା ବଢ଼ିବା ପରେ ୪୮ ଲକ୍ଷ ସରକାରୀ କର୍ମଚାରୀ ଓ ୬୨ ଲକ୍ଷ ପେନ୍‌ସନ୍‌ ଭୋଗୀ ଉପକୃତ ହେବେ।

ଏହି ବର୍ଦ୍ଧିତ ଭତ୍ତା ୨୦୧୯ ଜାନୁଆରି ପହିଲାରୁ ପିଛିଲା ଭାବେ ଲାଗୁ କରାଯାଇଛି।

Comment