ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆ କମ୍ପାନି ଫେସବୁକ ନିଜ ୟୁଜର୍ସଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ଏହାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଠିନ କରିବାକୁ ଯାଉଛି।

ଏଣିକି ଫେସ୍‌ବୁକ୍‌ର ମେସେଜିଂ ଆପ୍‌ ‘ମେସେଞ୍ଜର’ ଆହୁରି ସୁରକ୍ଷିତ ରହିବ। ଏମିତିକି ଫେସବୁକ୍‌ ଚାହିଁଲେ ମଧ୍ୟ ଆପଣଙ୍କ ମେସେଜକୁ ପଢ଼ିପାରିବନି। ଏନେଇ ଫେସ୍‌ବୁକ୍‌ର ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି।

Comment