ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପି କିଛି ସମୟ ପୂର୍ବରୁ ଲୋକସଭା ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୧୮୨ ଆସନ ଲାଗି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜାଣନ୍ତୁ ପ୍ରମୁଖ ନେତାମାନଙ୍କ ଭିତରୁ କେଉଁଠି କିଏ ଲଢିବେ।

ବାରଣାସୀ – ନରେନ୍ଦ୍ର ମୋଦି

ଲକ୍ଷ୍ନୌ – ରାଜନାଥ ସିଂ

ମଥୁରା – ହେମାମାଳିନୀ

ନାଗପୁର – ନିତିନ ଗଡକରି

ଅମେଠି – ସ୍ମୃତି ଇରାନୀ

ଗାନ୍ଧିନଗର – ଅମିତ ଶାହ

ଗୌତମ ବୁଦ୍ଧ ନଗର – ଡକ୍ଟର ମହେଶ ଶର୍ମା

Comment