ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପି କିଛି ସମୟ ପୂର୍ବରୁ ଲୋକସଭା ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୧୮୨ ଆସନ ଲାଗି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଓଡ଼ିଶା ଲୋକସଭା ଆସନ ମଧ୍ୟ ସାମିଲ ଅଛି। ଜାଣନ୍ତୁ ଓଡ଼ିଶାରୁ କାହାକୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି।

ଭୁବନେଶ୍ୱର –  ଅପରାଜିତା ଷଡଙ୍ଗୀ

ଢେଙ୍କାନାଳ –  ରୁଦ୍ର ନାରାୟଣ ପାଣି

କେନ୍ଦୁଝର- ଅନନ୍ତ ନାଏକ

କେନ୍ଦ୍ରାପଡ଼ା –  ବୈଜୟନ୍ତ ପଣ୍ଡା

ବଲାଙ୍ଗିର –  ସଙ୍ଗୀତା ସିଂଦେଓ

ବ୍ରହ୍ମପୁର – ଭୃଗୁ ବକ୍ସିପାତ୍ର

ନବରଙ୍ଗପୁର – ବଳଭଦ୍ର ମାଝି

ବାଲେଶ୍ୱର – ପ୍ରତାପ ଷଡଙ୍ଗୀ

ସୁନ୍ଦରଗଡ଼ – ଜୁଏଲ ଓରାମ

ଆସ୍କା – ଅନୀତା ପ୍ରିୟଦର୍ଶିନୀ ପଟ୍ଟନାୟକ

Comment