ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀର ପାଇଁ ବ୍ୟାୟାମ ନିହାତି ଆବଶ୍ୟକ। ହେଲେ ଏହା ଶରୀରକୁ ସୁସ୍ଥ ରଖିଥାଏ। ହେଲେ ବ୍ୟାୟାମ କରିବା ପୂର୍ବରୁ କିଛି ଟିପ୍ସ ବି ଆପଣେଇନେବା ଦରକାର।

-ଖାଲି ପେଟରେ ବ୍ୟାୟାମ କରନ୍ତୁ ନାହିଁ। ଖାଦ୍ୟଗ୍ରହଣ କରିବା ପରଠାରୁ ବ୍ୟାୟାମ କରିବା ମଧ୍ୟରେ ଦୁଇ ଘଣ୍ଟା ବ୍ୟବଧାନ ରହିବା ନିହାତି ଆବଶ୍ୟକ।

-ଜିମ୍‌ରେ ୱାର୍କଆଉଟ୍ କରିବାର ଦୁଇ ଘଣ୍ଟା ପୂର୍ବରୁ ଏବଂ ପରେ ପ୍ରଚୁର ପାଣି ପିଅନ୍ତୁ।

-ୱାର୍କଆଉଟ୍ କରିବା ପୂର୍ବରୁ ନିଜକୁ ୱାର୍ମ ଅପ୍ କରିବା ଯେମିତି ଜରୁରୀ ସେହିପରି ୱାର୍କଆଉଟ୍‌ର ଶେଷରେ ନିଜକୁ କୁଲ୍ ଡାଉନ୍ କରିବା (ଧୀରେ ଧୀରେ ବ୍ୟାୟାମ କରିବା)ସେତିକି ଜରୁରୀ।

-ଜିମ୍ ମାନଙ୍କରେ ପ୍ରଥମେ କ୍ଲାଏଣ୍ଟମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦିଆଯିବା ଦରକାର।

– ଅତ୍ୟଧିକ ବ୍ୟାୟାମ ଯୋଗୁଁ ସୃଷ୍ଟି ହେଉଥିବା ରୋଗ ସଂପର୍କରେ ଜାଣିଥିବା ଦରକାର।

Comment