ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟର ବିରେନ୍ଦ୍ର ସେୱାଗଙ୍କ କହିବା କଥା ଭାରତ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍ କୌଣସି ଯୁଦ୍ଧଠୁ କମ୍ ନୁହଁ। ଗୋଆ ଫେଷ୍ଟ କାର୍ଯ୍ୟକ୍ରମରେ ସେୱାଗ ପହଞ୍ଚି ଏପରି କହିଛନ୍ତି। ଏହାସହିତ ସେ ରାଜନୀତକୁ ଆସିବା ନେଇ ମନା କରିଦେଇଛନ୍ତି।

ଏପରିକି ସେ କାହାର ନାଁ ନ ନେଇ କହିଛନ୍ତି ଏମିତି ନେତା ଶାସନକୁ ଆସିବା ଦରକାର ଯେ ନିଷ୍ପତ୍ତି ନେବା ଲାଗି ଅଧିକ ସମୟ ନେଉନଥିବେ।

ଏହାସହିତ ସେକହିଛନ୍ତି ଯେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍ ହୋଇଥାଏ ତାହା କୌଣସି ଯୁଦ୍ଧଠୁ କମ୍ ହୋଇନଥାଏ। ଆମକୁ ଯୁଦ୍ଧ ଜିତିବାର ଅଛି, ହାରିବା ନୁହଁ।

Comment