ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ସଭା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିଛନ୍ତିା ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏକ ଜନସଭାକୁ ମୋଦି ସମ୍ବୋଧନ କରିବୋ  ତାଙ୍କୁ ବିମାନ ବନ୍ଦରରେ ଦଳର ବରିଷ୍ଠ ନେତାମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି।

ସଭାରେ ଯୋଗ ଦେବା ପୂର୍ବରୁ  ବିମାନବନ୍ଦରରୁ ବରମୁଣ୍ଡା ଯାଏଁ ମୋଦି ରୋଡ ସୋ କରିଛନ୍ତିା ମୋଦିଙ୍କ ରୋଡ ସୋ’ରେ ହଜାର ହଜାର ସମର୍ଥକ ସାମିଲ ହୋଇଛନ୍ତିା ମୋଦିଙ୍କ ରୋଡ ସୋ’ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଲାଗିଛିା

ମୋଦିଙ୍କ ରୋଡ ସୋ’କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛିା କଡ଼ା ସୁରକ୍ଷା ବଳୟ ଭିତରେ ମୋଦି ରୋଡ ସୋ କରିଛନ୍ତିା ଏହି ସଭାରେ ବଜେପିର ବହୁ ବରିଷ୍ଠ ନେତା ଯୋଗ ଦେବୋ

Comment