ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ରାଜ୍ୟରେ ୫ଜଣ ମୁଖପାତ୍ରଙ୍କୁ ନିଯୁକ୍ତି ଦେଇଛି।

ରାଜ୍ୟରେ ସଂଗଠନକୁ ସୁଦୃଢ କରିବା ଲାଗି ବିଜେପି ୫ଜଣ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛି।

ବିଷ୍ଣୁ ଦାସ, ଉମାକାନ୍ତ ପଟ୍ଟନାୟକ,ଉର୍ମିଳା ମହାପାତ୍ର, ସୋନାଲି ସାହୁ ଓ ଚିତ୍ରଲେଖା ମହାନ୍ତି ଦଳ ତରଫରୁ ମୁଖପାତ୍ର ଦାୟିତ୍ୱ ଦିଆଯାଇଛି। ଏ ନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Comment