ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦୁଇ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ମତଦାନା ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଜୋର କରିଛନ୍ତିା ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଆଜି ଜଗତସିଂହପୁରରେ ପ୍ରଚାର କରିଛନ୍ତିା ନବୀନ ଜଗତସିଂହପୁର ବାଲିକୁଦାରେ ଏରସମାରେ ଏକ ସଧାରଣ ସଭାରେ ଯୋଗ ଦେଇଛନ୍ତିା

ସଭାରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଛିା ସାଧାରଣ ସଭା ପରେ ଏଠାରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ।

ଜଗତସିଂହପୁର ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଯିବୋ ମହାକାଳପଡ଼ା ଓ ପାଟକୁରରେ ମେଗା ରୋଡ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ।

Comment