ଓଡ଼ିଶାଲାଇଭ ବ୍ୟୁରୋ

ନିଖୋଜ ଏଏନ-୩୨ ବିମାନରେ କେହି ଜୀବିତ ନାହାନ୍ତି। କେହି ଜୀବିତ ନଥିବା ଘୋଷଣା କରିଛି ଭାରତୀୟ ବାୟୁସେନା। ଦୁର୍ଘଟଣା ସ୍ଥଳରେ ଆଇଏଏଫ ସ୍ଵତନ୍ତ୍ର ଟିମ୍ ପହଞ୍ଚିବା ପରେ ଏହି ଘୋଷଣା କରାଯାଇଛି।

ଦୀର୍ଘ ୧୧ ଦିନରୁ ନିଖୋଜ ଥିବା ଏହି ବମାବିମାନରେ ଥିଲେ ୧୩ଜଣ କର୍ମଚାରୀ।  ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ ମଧ୍ୟ ଥିଲୋ ସେହେଲେ ବ୍ରହ୍ମପୁରର ସୁନୀତ ମହାନ୍ତି। ସେ ଲେଫ୍ଟନାଣ୍ଟ ଅଫିସର ଭାବେ କାମ କରୁଥିଲେ।

ଗତ ଜୁନ୍ ୩ ତାରିଖରୁ ଅଧିକ ହେବ ବିମାନଟି ନିଖୋଜ ଥିଲା।  ନିଖୋଜ ବିମାନକୁ ଖୋଚିବା ପାଇଁ ବାୟୁସେନା ସହ ଇସ୍ରୋବି ଲାଗିଥିଲା ବିମାନକୁ ଖୋଜିବା। ନିଖୋଜ ହେବାର ୮ ଦିନ ପରେ ଅର୍ଥାତ ଗତ ମଙ୍ଗଳବାର ଏଏନ-୩୨ ବିମାନର ଭଗ୍ଲାବଶେଷକୁ ଠାବ କରିଥିଲା ବାୟୁସେନା।

LEAVE A REPLY

Please enter your comment!
Please enter your name here