ଓଡ଼ିଶାଲାଇଭ ବ୍ୟୁରୋ

ରଜର ଦ୍ୱିତୀୟ ଦିନକୁ ମତୁଆଲା କରିଛି କୋହଲା ପାଗ। ହେଲେ ଏହି ମଜାକୁ ବର୍ଷା ସମ୍ପୂର୍ଣ୍ଣ ଖରାପ କରିଦେଇ ପାରେ। କାରଣ ରାଜ୍ୟର କେତେକ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛନ୍ତିା ଦିନ ୨ଟା ଯାଏଁ ଧୂଳିଝଡ଼, ବଜ୍ରପାତ ସହ ହାଲକା ବର୍ଷ ସମ୍ଭାବନା ରହିଛି।

ସେଥିପାଇଁ ୮ଟି ଜିଲ୍ଲାକୁ ସତର୍କ ସୂଚନା ରହିଛିା ଏହି ଜିଲ୍ଲାଗୁଡ଼ିକ ହେଲେ ମୟୂରଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, କଟକ, ଜଗତସିଂହପୁର।

Comment