ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏା ସେଥି ମଧ୍ୟରୁ ତେଜପତ୍ର ଅନ୍ୟତମ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ, ମାଙ୍ଗାନିଜ, ସେଲେନିୟମ ଓ ଆଇରନ୍ ପ୍ରଚୁର ପରିମାଣରେ ରହିଥାଏା

ଏହି ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏା ଏହା କିଡନୀ ସମସ୍ୟାକୁ ଦୂର କରିଥାଏା କିଡନୀରେ ଷ୍ଟୋନ୍ ହୋଇଥିଲେ ତେଜ ପତ୍ରକୁ ପାଣିରେ ସିଝାଇ ଥଣ୍ଡା କରି ପିଇଲେ ଲାଭ ମିଳିଥାଏା ଏହା କିଛି ବି କିଡନୀର ରୋଗକୁ ଭଲ କରିଥାଏା

ମୁଖ୍ୟତଃ ଚା’ରେ ତେଜପତ୍ର ପକାଇ ପିଇଲେ ପେଟ ସମସ୍ୟା ଦୂର ହେବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏା ତେଜ ପତ୍ରକୁ ଗରମ ପାଣିରେ ପକାଇ ତା’ର ରସକୁ ପିଇବା ଦ୍ୱାରା ତାହା କିଡନୀ ଉପରେ ଖୁବ ଭଲ ପ୍ରବାହ  ପକାଇଥାଏା ଏହା ସହ ଗ୍ୟାସ,ପେଟ ସମସ୍ୟା ଇତ୍ୟାଦି ରୋଗରୁ ମୁକ୍ତ ମିଳିଥାଏା

-ଡାଇବେଟିସ୍ ରେଗୀଙ୍କ ପାଇଁ ତେଜ ପତ୍ର ବେଶ ଲାଭଦାୟକ ହୋଇଥାଏ।

-ମୂର୍ଚ୍ଚା ରେଗୀଙ୍କ ପାଇଁ ତେଜପତ୍ର ବେଶି ଉପକାରୀ। ତେଜ ପତ୍ର ଧୂଆଁକୁ ରୋଗୀ ସେବନ କଲେ ଏହା ଠିକ ହୋଇଯାଇଥାଏା

-ଯଦି ଶରୀରର କୌଣସି ଅଙ୍ଗ ଦରଜ ଲାଗୁଛି ତେବେ ତେଜ ପତ୍ର ବାଟି ମାଲିସ କଲେ ଦରଜ କମାଇ ଦେଇଥାଏା

Comment