ଓଡ଼ିଶାଲାଇଭ ବ୍ୟୁରୋ

ଯାଜପୁର ଜିଲ୍ଲା ମିନେରାଲ ଫାଉଣ୍ଡେସନ ଦ୍ଵାରା ମେଡିକାଲ ଛାତ୍ରଛାତ୍ରୀଙ୍କୁ ୨୦୨୦ ପାଇଁ ନିଟ୍ ପରୀକ୍ଷା ପାଇଁ ମାଗଣାରେ କୋଚିଂ ଦିଆଯିବ। ଚୟନ ପାଇଁ ସମସ୍ତ ପରୀକ୍ଷା ଭୁବନେଶ୍ଵରସ୍ଥିତ ଆକାଶ ଇନଷ୍ଟିଚ୍ୟୁଟରେ ଅନୁଷ୍ଠିତ ହେବ।

ପରୀକ୍ଷା କାର୍ଯ୍ୟସୂଚୀ

ସ୍ଥାନ- ଜିଲ୍ଲା ସ୍କୁଲ, ଯାଜପୁର ଟାଉନ ଓ ଆକାଶ ଇନଷ୍ଟିଚ୍ୟୁଟ, ଭୌମନଗର, ଆଦିତ୍ୟ ପ୍ଲାଜା, ୟୁନିଟ-୪, ଭୁବନେଶ୍ଵର।

ଆପ୍ଲିକେସନ ଫର୍ମ – https://jajpur.nic.in/ ରେ ଉପଲବ୍ଧ।

ଆବଶ୍ୟକୀୟ ଡକ୍ୟୁମେଣ୍ଟ 

  • ପରିଚୟ ପ୍ରମାଣ ପତ୍ର(ଭୋଟର କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ)
  • ଆପ୍ଲକେସନ ଫର୍ମ
  • ଗୋଟିଏ କଲର ପାସ୍ ପୋର୍ଟ ସାଇଜ ଫଟୋ
  • ଯୁକ୍ତ ୨ ମାର୍କ ସିଟ୍ ଓ ସାର୍ଟିଫିକେଟ, ୧୦ମ/ ଏଚଏସସି ମାର୍କସିଟ ଓ ସାର୍ଟିଫିକେଟ।

ରେଜିଷ୍ଟ୍ରସନ କରିବାର ଶେଷ ତାରିଖ – ୦୨.୦୮.୨୦୧୯

ସ୍ପଟ ରେଜିଷ୍ଟ୍ରସନ – ୪.୮.୨୦୧୯ ତାରିଖରେ ସକାଳ ୯ଟା ୩୦ ରୁ ୧୦ଟା ୩୦

ରେଜିଷ୍ଟ୍ରେସନ ପାଇଁ ଯୋଗାଯୋଗ – ଫୋ-୯୩୩୭୩୫୫୭୭୩

ଯୋଗ୍ୟତା

  • ଯୁକ୍ତ ୨ ପାସ କରିଥିବା ସହ ବାୟୋଲୋଜି ବିଷୟ ରଖିଥିବା ଆବଶ୍ୟକ। ୨୦୧୬-୧୭ ୨୦୧୭-୧୮ ଛାତ୍ରଛାତ୍ରୀ ଆବେଦନ କରିପାରିବେ।
  • ସିବିଏସି ବୋର୍ଡରେ ଜେନେରାଲ/ଓବିସି – ୭୦%, ଏସି ଓ ଏସଟି – ୬୦%
  • ସିଏଚସି ବୋର୍ଡରେ ଜେନେରାଲ/ଓବିସି – ୬୦%, ଏସି ଓ ଏସଟି – ୫୦%
  • ପରିବିରର ବାର୍ଷିକ ଆୟ ୬ଲକ୍ଷରୁ ଅଧିକ ହୋଇନଥିବ।

Comment