ଓଡ଼ିଶାଲାଇଭ ବ୍ୟୁରୋ

କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଫିନ ଅହମ୍ମଦ କେ। ସେ ପୂର୍ବତନ ଡିଆଇଜି ହିମାଂଶୁ ଲାଲଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

ହିମାଂଶୁ ଲାଲ ସମ୍ବଲପୁର ଡିଆଇଜି ଭାବେ ବଦଳି ହେବା ପରେ ସଫିନଙ୍କୁ କୋରାପୁଟରେ ଡିଆଇଜି ଭାବେ ନିଯୁକ୍ତି କରାଯାଇଛି। ଏହା ପୂର୍ବରୁ ସେ କଟକସ୍ଥିତ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଡିଆଇଜିପି ଭାବେ କାର୍ଯ୍ୟରତ ଥିଲେ।

Comment