ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଏନବି ଠକେଇ ମାମଲରେ ଦେଶ ବାହାରେ ଥିବା ମେହୁଲ ଚୋକସୀଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଖୁବଶୀଘ୍ର ମେହୁଲ ଚୋକସୀ ଭାରତକୁ ଫେରିବେ। ନ୍ୟୁୟର୍କରେ ଏନେଇ ସୂଚନା ଦେଇଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟିନ୍ ବ୍ରାଉନି।ଚୋକସୀଙ୍କୁ ଜଣେ ଧୋକାବାଜ ମଧ୍ୟ ସେ କହିଛନ୍ତି।

୧୨ ହଜାର ୭୦୦ କୋଟିର ପିଏନବି ବ୍ୟାଙ୍କ ଋଣ ଠକେଇ ମାମଲାରେ ଭାରତ ଛାଡି ଫେରାର ହୋଇ ଆଣ୍ଟିଗୁଆରେ ଆଶ୍ରୟ ନେଇଛନ୍ତି ମେହୁଲ ଚୌକସି ।

୨୦୧୮ରୁ ସେ ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିଛନ୍ତି।

Comment