ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ଆଇପିଏଏସ୍ ଅଫିସର ଡି ଏସ୍ କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଭାବେ ନିଯୁକ୍ତି ପାଇଥିଲେ।୨୦୧୭ରେ କୁଟ୍ଟେଙ୍କୁ ଏହି ନିଯୁକ୍ତି ମିଳିଥିଲା।
୧୯୯୭ ବ୍ୟାଚର ଏହି ଆଇପିଏସ୍ ଅଫିସର ପୂର୍ବରୁ ପରିବହନ କମିଶନର ରହିଥିଲେ।
















