ଓଡ଼ିଶାଲାଇଭ ବ୍ୟୁରୋ

ଜାତୀୟ ଧାନ ଗବେଷଣା କେନ୍ଦ୍ର(ଏନ୍‌ଆରଆରଆଇ)ରେ ସିନିୟର ରିସର୍ଚର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ୮ ନଭେମ୍ଵର ୨୦୧୯ରେ ଏକ ଇଣ୍ଟରଭ୍ୟୁ କରାଯିବ। ଇଣ୍ଟରଭ୍ୟୁ କଟକସ୍ଥିତ ଏନ୍‌ଆରଆରଆଇରେ ଅନୁଷ୍ଠିତ ହେବ।

‘ସେଣ୍ଟ୍ରାଲ ସେକ୍ଟର ସ୍କିମ ଫର୍‌ ପ୍ରୋଟେକ୍ସନ ଅଫ୍‌ ପ୍ଲାଣ୍ଟ ଭେରାଇଟିସ୍‌ ଆଣ୍ଡ ଫାରମ୍‌ର ରାଇଟସ୍‌ ଅଥରିଟି ଇଏପି-୧୪୧’  ଯୋଜନା ଉପରେ ଏହି ରସର୍ଚ କରାଯିବ। ଇଣ୍ଟରଭ୍ୟୁ ବେଳେ ସମସ୍ତ ପ୍ରମାଣପତ୍ର ଆଣିଥିବା ଆବଶ୍ୟକ। ଅଧିକ ତଥ୍ୟ ପାଇଁ www.icar-nrri.in କୁ ଯାଇପାରିବେ।

Comment