ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ସାଉଦୀ ଆରବ ଗସ୍ତରେ ଯାଇଛନ୍ତି। ଏହି ଗସ୍ତରେ ମୋଦୀ ସାଉଦୀ ଆରବ ସହିତ ଭାରତ ପାଇଁ ଦ୍ୱୀପାକ୍ଷିକ ଆଲୋଚନା କରିବେ। ସାଉଦୀ ରାଜା ସଲମାନ ବିନ ଅବଦୁଲାଜିଜ ଅଲ ସାଉଦଙ୍କ ନିମନ୍ତ୍ରଣ ରକ୍ଷା କରି ଏହି ଗସ୍ତ କରୁଛନ୍ତି।

ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନାଇଟିଭିଟ ଫୋରମର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଉ ସମ୍ବୋଧନ ଦେବେ। ଅବସରରେ ସାଉଦୀ ଆରବର କିଛି ମନ୍ତ୍ରୀ ମୋଦୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Comment