ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଣି ସନ୍ଦେହରେ ମାଲକାନଗିରି ମାଥିଲି ଥାନା ମାଳିଗୁଡ଼ାରେ ଡବଲ ମର୍ଡର। ଗୁଣି ସନ୍ଦେହରେ ମାଳିଗୁଡ଼ାରେ ବାପ ପୁଅ ୨ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଶନିବାର ଗାଁ ନଦୀକୂଳରୁ ବାପ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହତ୍ୟା ପରେ ମାଥିଲି ଥାନାରେ ୨ ଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Comment