ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଐତିହାସିକ ବାଲିଯାତ୍ରାରେ ଦିନକୁ ଦିନ ଲୋକଙ୍କ ଭିଡ଼ ଜମୁଛି। ନଭେମ୍ବର ୧୨ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରାର ମଜା ନେଉଛନ୍ତି ଲୋକେ।

ଚଳିତ ବର୍ଷ ଏହି ଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି, ଅର୍ଥାତ ଏ ବର୍ଷ ବାଲିଯାତ୍ର ୮ ଦିନ ନୁହେଁ ୯ ଦିନ ହେବ।

କଟକ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି। ବାଲିଯାତ୍ରା ନଭେମ୍ବର ୧୯ରେ ସରିବାର ଥିଲା ଏବେ ଏହା ୨୦ ତାରିଖରେ ସରିବ।

Comment