ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ମିଶନରେ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ କରାଯାଉଛି। ୫ ଡିସେମ୍ଵରରୁ ଏହି ଇଣ୍ଟରଭ୍ୟୁ ଆରମ୍ଭ ହୋଇ ୭ ଡିସେମ୍ଵରରେ ଶେଷ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଏହି ଇଣ୍ଟରଭ୍ୟୁରେ ଯୋଗ ଦେଇ ପାରିବେ।

ପଦବୀ

  • ଏନ୍‌ଆର୍‌ସି କାଉନ୍‌ସେଲୋର – ପଦବୀ(୨), ଦରମା – ୧୫,୯୭୬, ଇଣ୍ଟରଭ୍ୟୁ ତାରିଖ – ୫.୧୨.୨୦୧୯(ସକାଳ ୧୦ଟାରୁ ୧୨ଟା)।
  • ଆୟୁଷ ମେଡିକାଲ ଅଫିସର – ପଦବୀ(୫), ଦରମା – ୨୧,୯୨୪, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • ପେଡିଟ୍ରିସିଆନ୍, ଡିଇଆଇସି – ପଦବୀ(୦୧), ଦରମା – ୬୬,୧୫୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
  • କନସୁଲାଣ୍ଟ ମେଡିସିନ୍‌, ଏନ୍‌ପିଏଚ୍‌ସିଇ – ପଦବୀ(୦୧), ଦରମା – ୬୬,୧୫୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
  • ମେଡିକାଲ ଅଫିସର୍‌, ଏମ୍‌ବିବିଏସ୍‌(ଏନ୍‌ପିସିଡିସିଏସ୍‌) – ପଦବୀ(୦୧), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
  • ମେଡିକାଲ ଅଫିସର୍‌, ଏମ୍‌ବିବିଏସ୍‌(ଡିଇଆଇସିୟୁ) – ପଦବୀ(୦୧), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
  • ମେଡିକାଲ ଅଫିସର୍‌, ଏମ୍‌ବିବିଏସ୍‌(ଏସ୍‌ଏନ୍‌ସିୟୁ) – ପଦବୀ(୦୩), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
  • ମେଡିକାଲ ଅଫିସର୍‌, ଏମ୍‌ବିବିଏସ୍‌(ଏନ୍‌ଏମ୍‌ଏଚ୍‌ପି) – ପଦବୀ(୦୧), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
  • ମେଡିକାଲ ଅଫିସର୍‌, ଏମ୍‌ବିବିଏସ୍‌(ଆର୍‌ଏନ୍‌ଟିସିପି) – ପଦବୀ(୦୧), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ। ମେଡିକାଲ ଅଫିସର୍‌, ଷ୍ଟାଫ ନର୍ସ – ପଦବୀ(ଅସ୍ପଷ୍ଟ), ଦରମା – ୮୫୦ ଦିନକୁ, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
  • ଓପଟୋମେଟ୍ରିଷ୍ଟ – ପଦବୀ(୦୧), ଦରମା – ୧୩,୪୨୮, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • ଡେଣ୍ଟାଲ ଟେକ୍ନିସିଆନ୍‌ – ପଦବୀ(୦୧), ଦରମା – ୧୧,୫୬୨, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • କମ୍ୟୁନିଟି ନର୍ସ – ପଦବୀ(୦୧), ଦରମା – ୧୫,୯୭୬, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • କ୍ଲନିକାଲ ସାଇକୋଲୋଜିଷ୍ଟ – ପଦବୀ(୦୧), ଦରମା – ୨୫,୯୩୧, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • ସମାଜସେବୀ – ପଦବୀ(୦୧), ଦରମା – ୧୬,୭୭୪, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • ସାଇକାଟ୍ରିକ ସମାଜସେବୀ – ପଦବୀ(୦୧), ଦରମା – ୨୫,୯୩୧, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • ସାଇକାଟ୍ରିକ ନର୍ସ – ପଦବୀ(୦୧), ଦରମା – ୧୫,୯୭୬, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • ଲାବ ଟେକ୍ନିସିଆନ୍‌ – ପଦବୀ(ଅସ୍ପଷ୍ଟ), ଦରମା – ୮୫୦ ଦିନକୁ, ଇଣ୍ଟରଭ୍ୟୁ ତାରିଖ -୭.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • ଯୋଗ ଶିକ୍ଷକ – ପଦବୀ(ଅସ୍ପଷ୍ଟ), ଦରମା – ୫୦୦ ଦିନକୁ, ଇଣ୍ଟରଭ୍ୟୁ ତାରିଖ -୭.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • ଅଫିସ୍‌ ଆସିଷ୍ଟାଣ୍ଟ – ପଦବୀ(୦୧), ଦରମା – ୧୩,୮୯୨, ଇଣ୍ଟରଭ୍ୟୁ ତାରିଖ -୭.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
  • ଫାର୍ମାସିଷ୍ଟ – ପଦବୀ(୦୧), ଦରମା – ୧୩,୮୯୨, ଇଣ୍ଟରଭ୍ୟୁ ତାରିଖ -୭.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)

ଇଣ୍ଟରଭ୍ୟୁରେ ଯୋଗ ଦେବା ପାଇଁ ପ୍ରାର୍ଥୀ ୦୫.୧୨.୨୦୧୯ରୁ ୦୭.୧୨.୨୦୧୯ ତାରିଖ ମଧ୍ୟରେ ସକାଳ ୧୦ଟା ୩୦ରୁ ୧୨ ମଧ୍ୟରେ ପହଞ୍ଚିବାକୁ ହେବ। ଅଧିକ ତଥ୍ୟ ପାଇଁ ଓ୍ଵେବ୍‌ସାଇଟ୍‌ www.malkangiri.nic.in କୁ ଯାଇପାରିବେ।

Comment