ଓଡ଼ିଶାଲାଇଭ୍ ବ୍ୟୁରୋ
ସୁରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (DRDO)ର ୧୮୧୭ଟି ମଲ୍ଟି ଟ୍ୟାସ୍କିଂ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅନଲାଇନ୍ ଆବେଦନ ଆରମ୍ଭ –୨୩ ଡିସେମ୍ବର ୨୦୧୯ (ସକାଳ ୧୦ଟାରୁ)
ଅନଲାଇନ୍ ଆବେଦନ ଶେଷ – ୨୩ ଜାନୁଆରୀ ୨୦୨୦ (ଅପରାହଣ ୫ଟା ପର୍ଯ୍ୟନ୍ତ)
ଯୋଗ୍ୟତା
ଶିକ୍ଷାଗତ ଯୋଗ୍ୟତା- ଦଶମ ଶ୍ରେଣୀ ପାସ୍ କିମ୍ବା ଆଇଟିଆଇ ପାସ୍
ବୟସ – ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
ଆବେଦନ ଫିସ୍
ସାଧାରଣ ବର୍ଗ/ ଓବିସି – ୧୦୦ ଟଙ୍କା
ଏସସି/ଏସଟି/ଦିବ୍ୟାଙ୍ଗ- କୌଣସି ଫିସ୍ ନାହିଁ
ନିଯୁକ୍ତି ପାଇବାର ସ୍ଥାନ
ଭୁବନେଶ୍ୱର, ବାଲେଶ୍ୱର, ଆଗ୍ରା, ଅହମଦନଗର, ବେଙ୍ଗାଳୁରୁ, ଚଣ୍ଡୀଗଡ଼, ଚେନ୍ନାଇ, ଦିଲ୍ଲୀ, ଡେରାଡୁନ୍, ଗ୍ୱାଲିୟର, ହାଇଦ୍ରାବାଦ, ଜଗଦଲପୁର, ଜୋଧପୁର, କାନପୁର, କୋଚି, କୋଲକାତା, ମୁମ୍ବାଇ, ନାସିକ, ପୁଣେ, ତେଜପୁର ଓ ବିଶାଖାପାଟଣା
ଏ ସମ୍ବନ୍ଧରେ ଅଧିକ ସୂଚନା ଜାଣିବାକୁ ଚାହୁଁଥିଲେ ଏହି ଲିଙ୍କରେ କ୍ଲିକ୍ କରନ୍ତୁ- http://www.davp.nic.in/WriteReadData/ADS/eng_10301_121_1920b.pdf








ସୁରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (DRDO)ର ୧୮୧୭ଟି ମଲ୍ଟି ଟ୍ୟାସ୍କିଂ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।








