ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ହେଲେ ସୋନି ମେହେଟ୍ଟା। ସୋନିଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା ମଧ୍ୟ କରିଛନ୍ତି ସେ। ଏନେଇ ସେ ଏକ ଟୁଇଟ୍‌ କରିଛନ୍ତି।

 ସୋନି ମେହେଟ୍ଟା ଅଲଫ୍ରେଡ୍‌ ଏ ନୋଫର ମୁଖ୍ୟ ସମ୍ପାଦକ ଥିଲେ।

Comment