ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘନ କୁହୁଡ଼ି ଯୋଗୁଁ ମାଲବାହୀ ଟ୍ରେନକୁ ଧକ୍କା ଦେଇ ମୁମ୍ବାଇ- ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଫଳରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଏହି ବଡ଼ ଧରଣର ଦୁର୍ଘଟଣା ପରେ ଇଷ୍ଟକୋଷ୍ଟ ରେଲଓ୍ୱେ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ୍‌ ନମ୍ବର ହେଲା ୦୬୭୧ ୧୦ ୭୨ ଅନ୍ୟ ଏକ ନମ୍ବର ହେଲା ୦୬୭୪ ୧୦୭୨।

ଭୁବନେଶ୍ୱର ମୁଖ୍ୟାଳୟ ଟୋଲ ଫ୍ରି ନମ୍ବର ୧୮୦୦୩୪୫୭୪୦୧ ଅନ୍ୟ ନମ୍ବର ଟି ହେଲା  ୧୮୦୦୩୪୫୭୪୦୨, ପୁରୀ ଷ୍ଟେସନ ୦୬୭୫୨- ୧୦୭୨।  ଆହତ ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ନମ୍ବର ଜାରି କରାଯାଇଛି।

Comment