ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିରେ ନିଯୁକ୍ତି ସୁଯୋଗ। ବିଶ୍ଵବିଦ୍ୟାଳୟର ବିଭିନ୍ନ ପଦବୀରେ ଅତିଥି ଅଧ୍ୟାପକ ପାଇଁ ଏହି ନିଯୁକ୍ତି ଦିଆଯିବ। ଏନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଜାନୁଆରି ୨୪ ଓ ୨୫ ତାରିଖରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ କରାଯିବ। ଇଚ୍ଛୁକ ପ୍ରାର୍ଥୀମନେ ଯୋଗ ଦେଇପାରିବେ।

ଇଣ୍ଟରଭ୍ୟୁ ତାରିଖ

ଇଂରାଜୀ, ସଂସ୍କୃତ, ଅର୍ଥନୀତି, ଏଜୁକେସନ ଓ ଷ୍ଟାଟିଷ୍ଟିକ – (୨୪.୦୧.୨୦୨୦- ସକାଳ ୯ଟା)

ଆନ୍ଥ୍ରୋପୋଲୋଜି, ବାୟୋଡାଇଭର୍‌ସିଟି ଓ କନଜରଭେଜସନ୍‌ ଅଫ୍‌ ନାଚୁରାଲ ରିସୋର୍ସେସ, ଗଣିତ ଓ ବିଜନେସ୍‌ ଆଡମିନିଷ୍ଟ୍ରେସନ – (୨୫.୦୧.୨୦୨୦- ସକାଳ ୯ଟା)

ଶିକ୍ଷାଗତ ଯୋଗ୍ୟତା

ୟୁଜିସି ନିୟମ ଅନୁସାରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚୟନ କରାଯିବ।

ଇଣ୍ଟରଭ୍ୟୁ ସ୍ଥାନ

ସେଣ୍ଟ୍ରାଲ ୟୁନିଭରସିଟି ମୁଖ୍ୟ କ୍ୟାମ୍ପସ, ସୁନାବେଡ଼ା, କୋରାପୁଟ, ୭୬୦୩୦୦୪

ଅଧିକ ତଥ୍ୟ ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍‌ www.cuo.ac.in କୁ ଯାଇ ପାରିବେ।

Comment