ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ପାୱାର କଟ୍ କରାଯିବ। ବିଦ୍ୟୁତ୍ ଜନିତ ମରାମତି କାମ ହେତୁ ଏହି ପାୱାର କଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ଅର୍ଥାତ ଫେବ୍ରୁଆରି ୪ ତାରିଖରେ କଟକର ଓଏଏସପି ଏରିଆ, ଅପାଣିଆ, ଚାଉଳିଆଗଞ୍ଜ, ମାଲଗୋଦାମ ଓ ଓଏମପି ଅଞ୍ଚଳରେ ବିଦ୍ୟୁତ୍ କାଟ୍ କରାଯିବ।

ସକାଳ ୧୦ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଏହି ବିଦ୍ୟୁତ୍ କାଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

Comment