ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ତରଫରୁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗରେ ଷ୍ଟେଟ୍‌ ପ୍ରୋଜେକ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୦ ଯାଏଁ ଆବେଦନ କରିପାରିବେ।

ଅଭିଜ୍ଞତା ଥିବା ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ।

  • ଆବେଦନ ପ୍ରକ୍ରିୟା:
  • ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନପତ୍ର ପୂରଣ କରି ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି। ଏହାସହ ଆବଶ୍ୟକୀୟ କାଗଜପତ୍ରର ଫଟୋ କପି ମଧ୍ୟ ଏହି ଠିକଣାରେ ପଠାଇବେ।
  • ଠିକଣା:ଜଏଣ୍ଟ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ (NFSA), ଫୁଡ୍‌ ସପ୍ଲାଇଜ୍‌ ଆଣ୍ଡ୍‌ କନ୍‌ଜ୍ୟୁମର୍‌ ଓ୍ଵେଲ୍‌ଫେୟାର୍‌ ଡିପାର୍ଟମେଣ୍ଟ, ଲୋକସେବା ଭବନ, ଭୁବନେଶ୍ଵର-୭୫୧୦୦୧

ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ www.foododisha.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment