ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ପଟିଆସ୍ଥିତ ୟୁନାଇଟେଡ୍‌ ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆସୋସିଏଟ୍‌ ପ୍ରଫେସର୍‌: (ମାର୍କେଟିଂ, ଫାଇନାନ୍ସ, ଏଚ୍‌ଆର୍‌, କମ୍ପ୍ୟୁଟର ସାଇନ୍ସ,)

  • ଶିକ୍ଷାଗତ ଯୋଗ୍ୟତା– ପିଏଚ୍‌ଡି ଡିଗ୍ରୀ ସହ ଅଭିଜ୍ଞତା ଥିବା ଆବଶ୍ୟକ।

ଆସିଷ୍ଚାଣ୍ଟ ପ୍ରଫେସର୍‌: (ମାର୍କେଟିଂ, ଫାଇନାନ୍ସ, ଏଚ୍‌ଆର୍‌, କମ୍ପ୍ୟୁଟର ସାଇନ୍ସ, କମ୍ୟୁନିକେଟିଭ୍‌ ଇଂଲିସ୍‌)

  • ଶିକ୍ଷାଗତ ଯୋଗ୍ୟତା-ମ୍ୟାନେଜ୍‌ମେଣ୍ଟ କଲେଜ୍‌ରେ ଅତିକମ୍‌ରେ ୩ ବର୍ଷ ପଢ଼ାଇବା ଅଭିଜ୍ଞତା ଥିବା ଆବଶ୍ୟକ।

ପ୍ଲେସ୍‌ମେଣ୍ଚ ଅଫିସର୍‌:

  • ଶିକ୍ଷାଗତ ଯୋଗ୍ୟତା-ମ୍ୟାନେଜ୍‌ମେଣ୍ଟ କଲେଜ୍‌ରେ ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

କମ୍ପ୍ୟୁଟର ଲ୍ୟାବ୍‌ ଆସିଷ୍ଟାଣ୍ଟ:

  • ଶିକ୍ଷାଗତ ଯୋଗ୍ୟତା-ପ୍ରୋଗ୍ରାମିଂ ଲାଙ୍ଗୁଏଜ୍‌ରେ ଜ୍ଞାନ ସହ ଏମ୍‌ସିଏ/ଏମ୍‌ବିଏ ଏବଂ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ନିଜ ବାୟୋଡାଟା, କଲର୍‌ ଫଟୋ ଏବଂ ଆବଶ୍ୟକୀୟ କାଗଜପତ୍ର appointment.usbmorissa@gmail.com କୁ ମେଲ୍‌ କରିଦେବାକୁ ଫେବ୍ରୁଆରି ୧୧ରେ ପ୍ରକାଶିତ ଏହି ବିଜ୍ଞାପନରେ କୁହାଯାଇଛି।

ଯୋଗାଯୋଗ ପାଇଁ-

  • ଫୋନ୍‌ ନମ୍ବର- 0674 2725665
  • ମୋବାଇଲ୍‌ ନମ୍ବର- 08895353239, 09778212568
  • ଓ୍ଵେବ୍‌ସାଇଟ୍‌- usbmorissa.org

ସୌଜନ୍ୟ: ଚାକିରି.ପ୍ଲସ

Comment