ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ମଙ୍ଗଳପୁରସ୍ଥିତ ସେଣ୍ଟ.ଜାଭିୟର୍‌ ସ୍କୁଲ୍‌ରେ ବିଭିନ୍ନ ବିଭାଗରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୧୬ରେ ହେବାକୁ ଯାଉଥିବା ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

ପଦବୀ (ଶିକ୍ଷକ)

କ୍ଲାସ୍‌ IXରୁ X: (ଫିଜିକ୍ସ, କେମେଷ୍ଟ୍ରୀ, ମ୍ୟାଥ୍‌ଇଂରାଜୀ, ଏସ୍‌ଏସ୍‌ଟି)

ଶିକ୍ଷାଗତ ଯୋଗ୍ୟତା- ନିଜ ବିଷୟରେ ସ୍ନାତକୋତ୍ତର କରିବା ସହ ବି.ଇଡି ଡିଗ୍ରୀ ହାସଲ କରିଥିବେ। ଇଂରାଜୀ ମାଧ୍ୟନିକ ବିଦ୍ୟାଳୟରେ ୫ ବର୍ଷର ଅଭିଜ୍ଞତା ଥିବ।

ଦରମା– ୨୫,୦୦୦ ଟଙ୍କା

କ୍ଲାସ୍‌ ନର୍ସରୀ, I-VII: (ମ୍ୟାଥ୍‌, ସାଇନ୍ସ, ଏସ୍‌ଏସ୍‌ଟି, ଇଂରାଜୀ, ଓଡ଼ିଆ, ହିନ୍ଦୀ)

ଶିକ୍ଷାଗତ ଯୋଗ୍ୟତା– ନିଜ ଷ୍ଟ୍ରୀମ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଇଂରାଜୀ ମାଧ୍ୟନିକ ବିଦ୍ୟାଳୟରେ ୨ ବର୍ଷର ଅଭିଜ୍ଞତା ଥିବ।

ଇଣ୍ଟରଭ୍ୟୁ ସମୟ– ୨୦୨୦ ଫେବ୍ରୁଆରି ୧୬ ସକାଳ ୧୦ଟା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ନିଜର ବାୟୋଡାଟା, ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ୍‌ର ଫଟୋକପି, ଆଧାରକାର୍ଡ ଏବଂ ଗୋଟିଏ ପାସ୍‌ପୋର୍ଟ ସାଇଜ୍‌ ଫଟୋକପି ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ ଫେବ୍ରୁଆରି ୧୧ରେ ପ୍ରକାଶିତ ଏହି ବିଜ୍ଞାପନରେ କୁହାଯାଇଛି।

ଠିକଣା– ସେଣ୍ଟ୍‌. ଜାଭିୟର୍‌ ହାଇ ସ୍କୁଲ୍‌, କୃଷ୍ଣକାନ୍ତବିହାର, ମଙ୍ଗଳପୁର, ଯାଜପୁର

ଯୋଗାଯୋଗ ପାଇଁ-    

ଫୋନ୍‌ ନମ୍ବର– 9437303436, 7789054763

ଇ ମେଲ୍‌- stxaviersmangalpur@gmail.com

Comment