ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକସ୍ଥିତ ଆକାଡେମିକ୍‌ କନ୍‌ସେପ୍ଟ ସ୍କୁଲରେ ବିଭିନ୍ନ ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଫେବ୍ରୁଆରି ୨୩ ଏବଂ ମାର୍ଚ୍ଚ ୧ରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ଶିକ୍ଷକ ପଦବୀ:

  • ପିଜିଟି– ଫିଜିକ୍ସ, କେମେଷ୍ଟ୍ରୀ, ମ୍ୟାଥ୍‌, ବାୟୋଲୋଜୀ, ଇଂରାଜୀ, କମ୍ପ୍ୟୁଟର ସାଇନ୍ସ, ଫିଜିକାଲ୍‌ ଏଜୁକେସନ୍‌
  • ପ୍ରାଇମେରୀ ଏବଂ ନର୍ସରୀ ଟିଚର୍‌– ସିବିଏସ୍‌ଇ ବୋର୍ଡରେ ପାଠ ପଢ଼ାଇଥିବାର ଅଭିଜ୍ଞତା ଥିବ।

ଅଣ-ଶିକ୍ଷକ ପଦବୀ:

  • ଅଫିସ୍‌ ବୟ
  • ଡ୍ରାଇଭର୍‌
  • ସିକ୍ୟୁରିଟି ଗାର୍ଡ
  • ହଷ୍ଟେଲ୍‌ ଓ୍ଵାର୍ଡେନ୍‌
  • ରୋଷେୟା

academic school cuttack

ଇଣ୍ଟରଭ୍ୟୁ ସମୟ– ଫେବ୍ରୁଆରି ୨୩ ଏବଂ ମାର୍ଚ୍ଚ ୧ ସକାଳ ୯ରୁ ଅପରାହ୍ଣ ୪ଟା

ଇଣ୍ଟରଭ୍ୟୁ ପାଇଁ କେଉଁଠିକୁ ଯିବେ?

ନିଜର ବାୟୋଡାଟା ଏବଂ ଦରକାରୀ କାଗଜପତ୍ର ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ଆକାଡେମିକ୍‌ କନ୍‌ସେପ୍ଟ ସ୍କୁଲ, ପ୍ୟାରିସ୍‌ ବ୍ୟାକେରୀ ପାଖ, ସିଡିଏ, ସେକ୍ଟର-୧୦, କଟକ

ଯୋଗାଯୋଗ ପାଇଁ-

  • ଫୋନ୍‌ ନମ୍ବର– 0671-2309299, 0671-2331999
  • ଓ୍ଵେବ୍‌ସାଇଟ୍‌– www.academics.org.in

Comment