ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ସିମିଳିଗୁଡ଼ାସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସେକେଣ୍ଡାରୀ ସ୍କୁଲର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୨୦ ଦିନରେ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ଏବଂ ଯୋଗ୍ୟତା:

  • ପ୍ରିନ୍ସିପାଲ୍‌ (ଗୋଟିଏ ପଦବୀ) – ଏମ୍‌.ଏ/ଏମ୍‌.ଏସ୍‌ସି ଏବଂ ବି.ଏଡ୍‌ ସହ ସିବିଏସ୍‌ଇ ସ୍କୁଲ୍‌ରେ ପ୍ରିନ୍ସିପାଲ୍‌/ଭାଇସ୍‌ ପ୍ରିନ୍ସିପାଲ୍‌ ଭାବରେ ଅତିକମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଭାଇସ୍‌ ପ୍ରିନ୍ସିପାଲ୍‌ (ଗୋଟିଏ ପଦବୀ) – ଏମ୍‌.ଏ/ଏମ୍‌.ଏସ୍‌ସି ଏବଂ ବି.ଏଡ୍‌ ସହ ସିବିଏସ୍‌ଇ ସ୍କୁଲ୍‌ରେ ଭାଇସ୍‌ ପ୍ରିନ୍ସିପାଲ୍‌ ଭାବରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବେ/ସିବିଏସ୍ଇ ସ୍କୁଲରେ ପିଜିଟି ଭାବେ କାର୍ଯ୍ୟ କରୁଥିବେ।
  • ଶିକ୍ଷକ (ଏଲ୍‌କେଜି-୫ମ ଷ୍ଟାଣ୍ଡାର୍ଡ) – ବି.ଏ/ବିଏସ୍ଇ ସହ ବି.ଏଡ୍‌ ଏବଂ ପିଜିଟି ଭାବେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବ।
  • ରିସେପ୍‌ନିଷ୍ଟ (ଗୋଟିଏ ପଦବୀ) – ସ୍ନାତକ ଡିଗ୍ରୀ ହାସଲ କରିବା ସହ ଅଭିଜ୍ଞତା ଥିବା ଆବଶ୍ୟକ।
  • ଆକାଉଣ୍ଟାଣ୍ଟ୍‌/କ୍ଲର୍କ (ଗୋଟିଏ ପଦବୀ) – ବି.ଏ/ବି.କମ୍‌/ବି.ଏସ୍‌ସି ଏବଂ କମ୍ପ୍ୟୁଟରରେ ଜ୍ଞାନ ଥିବା ସହ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବସ୍‌ ଡ୍ରାଇଭର୍‌ (୩ଟି ପଦବୀ) – ଭାରୀ ଯାନ ଚଳାଚଳରେ ୫ରୁ ୮ ବର୍ଷ ଅଭିଜ୍ଞତା ଥିବା ସହ ଡ୍ରାଇଭିଂ ଲାଇସେନ୍ସ ଥିବ।
  • ପିଅନ୍‌-ମହିଳା (୨ଟି ପଦବୀ) – ଦଶମ ପାସ୍‌ କରିବା ସହ ଅଭିଜ୍ଞତା ଥିବା ଆବଶ୍ୟକ।
  • ଆବେଦନ ପ୍ରକ୍ରିୟା:
  • ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା ବିଜ୍ଞପ୍ତି ପ୍ରକାଶ ପାଇବାର ୨୦ ଦିନ ମଧ୍ୟରେdpsschool@gmail.com ବା dpsssemiliguda@gmail.com ବା info@dpspl.com କୁ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।
  • ଯୋଗାଯୋଗ ପାଇଁ:
  • ଫୋନ୍‌ ନମ୍ବର– 9437094588, 6265759819, 9078881222

Comment