ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵର ରେମୁଣାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ପିଜିଟି, ଟିଜିଟି ଏବଂ କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମାର୍ଚ୍ଚ ୨ରେ ଏହି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ପଦବୀ:

ଟିଜିଟି- (ଇଂରାଜୀ, ମ୍ୟାଥ୍‌, ସଂସ୍କୃତ, ସୋସିଆଲ୍‌ ଷ୍ଟଡିଜ୍‌, ସାଇନ୍ସ, ହିନ୍ଦୀ)

ଶିକ୍ଷାଗତ ଯୋଗ୍ୟତା- ନିଜ ବିଷୟରେ ସ୍ନାତକ (୫୦%) କରିବା ସହ ବି.ଏଡ୍‌ ଡିଗ୍ରୀ ହାସଲ କରିଥିବେ।

ପିଆର୍‌ଟି

ଶିକ୍ଷାଗତ ଯୋଗ୍ୟତା- ଦଶମ+ଦ୍ଵାଦଶ (୫୦%) ସହ ସିଟି/ଜେବିଟି/ବି.ଇଏଲ୍‌.ଏଡ୍‌

କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର

ଶିକ୍ଷାଗତ ଯୋଗ୍ୟତା- ପିଜିଡିସିଏ, ଏମ୍‌ଏସିରେ ଡିପ୍ଲୋମା କରିଥିବେ।

ଇଣ୍ଟାରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୨ ସକାଳ ୧୦ଟାରୁ (ସକାଳ ୮.୩୦ରୁ ୧୦ ମଧ୍ୟରେ ରେଜିଷ୍ଟ୍ରେସନ୍‌ କରିପାରିବେ)

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା, ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ଏବଂ ଫଟେକପି ସହ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଯିବାକୁ ଫେବ୍ରୁଆରି ୨୧ରେ ପ୍ରକାଶିତ ବିଜ୍ଞାପନରେ କୁହାଯାଇଛି।

ଠିକଣା– କେନ୍ଦ୍ରୀୟ ବିଦ୍ୟାଳୟ-୨ ବାଲେଶ୍ଵର, ଜାନୁଗଞ୍ଜ, ରେମୁଣା, ବାଲେଶ୍ଵର- ୭୫୬୦୧୯

Comment