ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ମାସ ୧୯ ତାରିଖରେ ଆଇପିଏଲ ୧୩ ସିଜିନ୍ ପାଇଁ ଖେଳାଳି ନିଲାମ ପକ୍ରିୟା ହେବ। ଏଥିପାଇଁ ସମସ୍ତ ଦଳ ତାଙ୍କର କେତେକ ଖେଳାଳିଙ୍କୁ ଦଳରୁ ବିଦାୟ ଜଣାଇଛନ୍ତି। ଦଳରୁ ବିଦା ହୋଇଥିବା ଖେଳାଳିମାନେ ଆସନ୍ତା ନିଲାମ ପକ୍ରିୟାରେ ସାମିଲ ହେବେ।

ଟିମ୍ ପାଖରେ ଥିବା ବଳକା ଟଙ୍କାରେ ଟିମମାନେ ଆଉ ଖେଳାଳି କିଣିପାରବେ। ତେବେ ବର୍ତ୍ତମାନ ଖେଳାଳିମାନଙ୍କୁ ବିଦାୟ ଦେବା ପରେ ଜାଣନ୍ତୁ,କେଉଁ ଆଇପିଏଲ ଦଳରେ ଏବେ କେଉଁ ଖେଳାଳି ରହିଲେ?

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ୱିଣ୍ଟନ ଡି’କକ୍, ମିଚେଲ୍ ମ୍ୟାକ୍ଲେନ୍, ଜଶପ୍ରୀତ୍ ବୁମରା, ଲାତିସ୍ ମାଲିଙ୍ଗା, କ୍ରୁଣାଳ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଅନମୋଲପ୍ରୀତ ସିଂହ, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର, ଇଶାନ କିଷାନ, ଅନୁକୁଳ ରୟ, ଧାୱନ୍ କୁଲକର୍ଣ୍ଣି, ଆଦିତ୍ୟ ତାରେ, ରଦରଫୋର୍ଡ ଓ ଜୟନ୍ତ ଯାଦବ।

ଚେନ୍ନାଇ ସୁପର କିଙ୍ଗସ୍

ଏମ୍ ଏସ୍ ଧୋନି, ସୁରେଶ ରାଇନା, ଡୁ ପ୍ଲେସିସ୍, ଅମ୍ବାତି ରାୟଡୁ, ମୁରଲି ବିଜୟ, ଋତୁରାଜ ଗାଏକ୍ୱାଡ୍, ସେନ୍ ୱାଟସନ୍, ଡ୍ୱେନ୍ ବ୍ରାଭୋ, କେଦାର ଯାଦବ, ଲୁଙ୍ଗି ନିଙ୍ଗିଡି, ରବୀନ୍ଦ୍ର ଜାଡେଜା, ମିଚେଲ୍ ସାଣ୍ଟନର, ମୋନୁ କୁମାର, ଏନ ଜଗଦୀଶନ୍, ହରଭଜନ ସିଂହ, କରନ୍ ଶର୍ମା, ଇମ୍ରାନ ତାହିର, ଦୀପକ ଚହର ଓ କେ ଏମ୍ ଆସିଫ୍।

କୋଲକାତା ନାଇଟ୍ ରାଇଡର୍ସ

ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ୍, ସୁନୀଲ ନାରିନ୍, କୁଲଦୀପ ଯାଦବ, ଶୁଭମନ୍ ଗିଲ୍, ଲକି ଫର୍ଗୁସନ୍, ନିତିଶ୍ ରାଣା, ସନ୍ଦୀପ ୱାରିୟର, ହାରି ଗର୍ନେ, କମଲେଶ ନାଗରକୋଟି, ଶିଭମ ମାଭି ଓ ସିଦେଶ ଲାଡ୍

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟାସ୍ ଆୟାର, ପୃଥ୍ୱୀ ଶ’, ଶିଖର ଧାୱନ୍, ରିଷଭ୍ ପନ୍ଥ, ଇଶାନ୍ତ ଶର୍ମା, ଅମିତ ମିଶ୍ରା, ଅଭେଶ ଖାନ୍, ସନ୍ଦୀପ ଲାମିଚାନେ, କାଗିସୋ ରାବାଡା, କେମୋ ପଲ୍, ଅକ୍ଷର ପଟେଲ, ହର୍ଷାଲ ପଟେଲ, ଆର ଅଶ୍ୱିନୀ ଓ ଆଜିଙ୍କ୍ୟ ରାହାଣେ

ସନରାଇଜର୍ସ ହାଇଦ୍ରାବାଦ

କେନ୍ ୱିଲିମିସନ୍, ଡେଭିଡ୍ ୱାର୍ନର, ମନିଷ ପାଣ୍ଡେ, ବିଜୟ ଶଙ୍କର, ରସିଦ୍ ଖାନ୍, ମହମ୍ମଦ ନବି, ଅଭିଷେକ ଶର୍ମା, ଜନି ବେୟରେଷ୍ଟୋ, ରିଦ୍ଧିମାନ ଶାହ, ଶ୍ରୀବତ୍ସ ଗୋସ୍ୱାମୀ, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ଶାହବାଜ୍ ନଦୀମ, ବିଲି ଷ୍ଟାନଲେକ୍, ବାସିଲ୍ ଥାମ୍ପି ଓ ଟି ନଟରାଜନ୍

କିଙ୍ଗସ୍ ଇଲେଭେନ୍ ପଞ୍ଜାବ

କେ ଏଲ୍ ରାହୁଲ୍, କ୍ରିସ୍ ଗେଲ୍, ମୟଙ୍କ ଅଗ୍ରୱାଲ୍, କରୁଣ ନାୟାର, ସର୍ଫରାଜ ଖାନ୍, ନିକୋଲାସ୍ ପୁରନ୍, ମନଦୀପ ସିଂହ, କେ ଗୌତମ, ମହମ୍ମଦ ଶାମି, ମୁଜିବ୍ ଉର ରେହମାନ, ଅର୍ସଦୀପ ସିଂହ, ହରଦସ୍ ଭିଲିଜଏନ୍, ଏମ ଅଶ୍ୱିନୀ, ଜେ ସୁଚିତ୍, ହରପ୍ରୀତ ବାର ଓ ଦର୍ଶନ ନାଲକାଣ୍ଡେ

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ବିରାଟ କୋହଲି, ମୋଇନ୍ ଅଲ୍ଲୀ, ୟୁଜବେନ୍ଦ୍ର ଚହଲ, ଏ ବି ଡିଭିଲର୍ସ, ପାର୍ଥିବ ପଟେଲ୍, ମହମ୍ମଦ ସିରାଜ, ପୱନ୍ ନେଗି, ଉମେଶ ଯାଦବ, ଗୁରକ୍ରୀତ୍ ମନ୍,ଦେବଦତ୍ତ ପାଡ଼ିକାଲ୍, ଶିଭମ୍ ଦୁବେ, ୱାସିଂଟନ୍ ସୁନ୍ଦର ଓ ନବଦୀପ ସାଇନି

ରାଜସ୍ଥାନ ରୟାଲ୍ସ

ଷ୍ଟିଭ୍ ସ୍ମିଥ୍, ସଞ୍ଜୁ ସାମସନ୍, ଜୋଫ୍ରା ଆଚର, ବେନ୍ ଷ୍ଟୋକସ୍, ଜୋସ୍ ବଟଲର, ରିୟାନ୍ ପରାଗ, ଶଶାଙ୍କ ସିଂହ, ଶ୍ରେୟାସ ଗୋପାଳ, ମାହିପାଲ୍ ଲୋମରୋର, ବରୁଣ ଆରୋନ୍, ମନନ୍ ଭୋରା, ମୟଙ୍କ ମାର୍କଣ୍ଡେ, ରାହୁଲ ତେୱାଟିଆ ଓ ଅଙ୍କିତ ରାଜପୁତ

Comment