ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ୟୁନିଭର୍ସିଟିରେ ବିଭିନ୍ନ ବିଭାଗରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର୍‌ ଏବଂ ଆସିଷ୍ଚାଣ୍ଟ ପ୍ରଫେସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୬ ସୁଦ୍ଧା ନିଜର ଆବେଦନପତ୍ର ଦାଖଲ କରିପାରିବେ।

ପଦବୀ ସଂଖ୍ୟା ଓ ବିଭାଗ:

ଆସିଷ୍ଟାଣ୍ଟ ପ୍ରଫେସର

  • ପଦବୀ– ୨୬
  • ବିଭାଗ– ବିଜିନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌, କମର୍ସ, କମ୍ପ୍ୟୁଟର ସାଇନ୍ସ, ଇକୋନୋମିକ୍ସ, ଇଂଲିସ୍‌, ହିଷ୍ଟ୍ରୀ, ହୋମ୍‌ ସାଇନ୍ସ, ଲ’, ଲିଙ୍ଗୁଇଷ୍ଟିକ୍‌ସ୍‌ (ରଷିଆନ୍‌ ଲାଙ୍ଗୁଏଜ୍‌), ମ୍ୟାଥେମେଟିକ୍ସ, ମରାଇନ୍‌ ସାଇନ୍ସ (ଓସନୋଗ୍ରୀଫୀ, ବାୟୋଲୋଜୀ), ଫିଜିକ୍ସ, ପଲିଟିକାଲ୍‌ ସାଇନ୍ସ, ଜୁଲୋଜୀ, ଲିଙ୍ଗରାଜ ଲ’ କୋଲାଜ

ଆସୋସିଏଟ୍‌ ପ୍ରଫେସର୍‌

  • ପଦବୀ-୨୯
  • ବିଭାଗ– ବଟାନୀ, ବିଜିନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌, କମର୍ସ, କମ୍ପ୍ୟୁଟର ସାଇନ୍ସ, କେମେଷ୍ଟ୍ରୀ, ଇକୋନୋମିକ୍ସ, ଇଲେକ୍ଟ୍ରୋନିକ୍‌ ସାଇନ୍ସ, ହିଷ୍ଟ୍ରୀ, ହୋମ୍‌ ସାଇନ୍ସ, ଲ’, ଆଇ.ଆର୍‌ ଆଣ୍ଡ ପି.ଏମ୍‌, ଲିଙ୍ଗୁଇଷ୍ଟିକ୍‌ସ୍‌, ମ୍ୟାଥେମେଟିକ୍ସ, ମରାଇନ୍‌ ସାଇନ୍ସ (ଓସନୋଗ୍ରୀଫୀ, ବାୟୋଲୋଜୀ), ଓଡ଼ିଆ, ଫିଜିକ୍ସ, ପଲିଟିକାଲ୍‌ ସାଇନ୍ସ, ଜୁଲୋଜୀ, ଲିଙ୍ଗରାଜ ଲ’ କୋଲାଜ

ପ୍ରଫେସର୍‌

  • ପଦବୀ– ୧୧
  • ବିଭାଗ– ବିଜିନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌, କେମେଷ୍ଟ୍ରୀ, କମର୍ସ, ଇଂଲିସ୍‌, ହିଷ୍ଟ୍ରୀ, ଜର୍ନାଲିଜିମ୍‌ ଆଣ୍ଡ ମାସ୍‌ କମୁନିକେସନ୍‌, ମ୍ୟାଥେମେଟିକ୍ସ, ମରାଇନ୍‌ ସାଇନ୍ସ (ଓସନୋଗ୍ରୀଫୀ, ବାୟୋଲୋଜୀ), ପଲିଟିକାଲ୍‌ ସାଇନ୍ସ, ଲିଙ୍ଗରାଜ ଲ’ କୋଲାଜ
  • ଆବେଦନ ପ୍ରକ୍ରିୟା:
  • ଆଗ୍ରହୀ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ସମସ୍ତ ଦରକାରୀ କାଗଜପତ୍ରର ଫଟୋକପିକୁ ନିମ୍ନଲିଖିତ ଠିକଣାକୁ ଡାକ ମାଧ୍ୟମରେ ମାର୍ଚ୍ଚ ୧୬ ସଂଧ୍ୟା ୫.୩୦ ସୁଦ୍ଧା ଦାଖଲ କରିବେ।
  • ଠିକଣା– ରେଜିଷ୍ଟ୍ରର୍‌, ବ୍ରହ୍ମପୁର ୟୁନିଭର୍ସିଟି, ଭଞ୍ଜ ବିହାର, ବ୍ରହ୍ମପୁର-୭୬୦୦୦୭
  • ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁedu.in ରେ ଲଗ୍‌ଇନ୍‌ କରନ୍ତୁ।

Comment