ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ଵାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣ ଅବସରପ୍ରାପ୍ତ ଡାକ୍ତରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ସଂପୂର୍ଣ୍ଣ ରୂପେ ଚୁକ୍ତିଭିତ୍ତିକ।
ବୟସ ସୀମା- ଏହି ନିଯୁକ୍ତି ପାଇଁ ଆଶାୟୀ ବ୍ୟକ୍ତିବିଶେଷଙ୍କ ବୟସ ୭୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ।
ଦରମା- ୫୫,୦୦୦ ଟଙ୍କା ମାସିକ
ଏହି ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ ତାରିଖ ଆଗାମୀ ଦିନରେ ଜଣାଯିବ ବୋଲି ମାର୍ଚ୍ଚ ୭ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି।
ସୌଜନ୍ୟ – www.chakiri.plus
















