ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜଗତପୁରସ୍ଥିର ପଶୁପତି ଆଗ୍ରୋଭେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ। ମାର୍କେଟିଂ ଏକ୍ସିକ୍ୟୁଟିଭ୍‌ ଏବଂ ଟେକ୍ନିକାଲ୍‌ ଷ୍ଟାଫ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୭ ଦିନ ମଧ୍ୟରେ ଆବେଦନ କରିପାରିବେ।

ମାର୍କେଟିଂ ଏକ୍ସିକ୍ୟୁଟିଭ୍‌ (କ୍ୟାଟେଲ୍‌ ଫିଡ୍‌ ଡିଭିଜନ୍‌) – ୫ଟି ପଦବୀ:

ଯୋଗ୍ୟତା- ଏଫ୍‌ଏମ୍‌ସିଜି (ଫାଷ୍ଟ ମୁଭିଂ କନ୍‌ଜ୍ୟୁମର୍‌ ଗୁଡ୍‌ସ୍‌) ପ୍ରଡକ୍ଟସ୍‌ରେ ୨ରୁ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଟେକ୍ନିକାଲ୍‌ ଷ୍ଟାଫ୍‌ (ସ୍ରିମ୍ପ୍‌ ଡିଭିଜନ୍‌) – ୪ଟି ପଦବୀ:

ଯୋଗ୍ୟତା– ସ୍ରିମ୍ପ ଫାର୍ମିଂରେ ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା– ଏହି ବିଜ୍ଞପ୍ତି ମାର୍ଚ୍ଚ ୯ରେ ପ୍ରକାଶ ପାଇଛି। ଏହାର ୭ ଦିନ ମଧ୍ୟରେ ପ୍ରାର୍ଥୀମାନେ ନିଜର ବାୟୋଡାଟା pasupatifeeds@gmail.com କୁ ପଠାଇପାରିବେ।

ଠିକଣା– ପଶୁପତି ଆଗ୍ରୋଭେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ପ୍ଲଟ୍‌ ନଂ- ୯୩, ନିୟୁ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌, ଜଗତପୁର, କଟକ, ଓଡ଼ିଶା- ୭୫୪୦୨୧

Comment