ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଜପତି ବେଟାଗୁଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ପିଜିଟି, ଟିଜିଟି, ପିଆରଟି ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୧ ଏବଂ ୨୨ରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

୨୦୨୦ ମାର୍ଚ୍ଚ ୨୧:

  • ପିଜିଟି- କେମେଷ୍ଟ୍ରୀ, ଇଂରାଜୀ
  • ଟିଜିଟି- ଗଣିତ

୨୦୨୦ ମାର୍ଚ୍ଚ ୨୨:

  • ପିଆରଟି
  • କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର
  • ଯୋଗ ଶିକ୍ଷକ

ଇଣ୍ଟରଭ୍ୟୁ ସମୟ- ୨୦୨୦ ମାର୍ଚ୍ଚ ୨୧ ଏବଂ ୨୨ ସକାଳ ୧୦ଟା (ସକାଳ ୯ଟାରୁ ୧୦ ମଧ୍ୟରେ ରେଜିଷ୍ଟ୍ରେସନ୍‌ କରିବେ)।

ଏହି ବିଜ୍ଞପ୍ତି ମାର୍ଚ୍ଚ ୧୨ରେ ପ୍ରକାଶ ପାଇଛି। ଅଧିକ ସୂଚନା ପାଇଁ gajapati.kvs.in ଓ୍ଵେବ୍‌ସାଇଟ୍‌ ଦେଖିବାକୁ ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଛି।

Source: https://www.chakiri.plus/

Comment