ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ସ୍ଵାସ୍ଥ୍ୟ ସମିତିରେ ପେଡିଆଟ୍ରିକ ସ୍ପେଶିଆଲିଷ୍ଟ, ମେଡିକାଲ ଅଫିସର୍‌, ଡେଣ୍ଟାଲ୍‌ ଟେକ୍ନିସିଆନ୍‌ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୦ ଏବଂ ୨୧ରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

  • ଏହି ନିଯୁକ୍ତି ୧୧ ମାସ ପାଇଁ ଚୁକ୍ତିଭିତ୍ତିକ।
  • ନାସ୍‌ନାଲ୍‌ ହେଲ୍‌ଥ୍‌ ମିଶନ୍‌ ଅଧୀନରେ ଏହି ନିଯୁକ୍ତି ଦିଆଯିବ।

ପଦବୀ ବିବରଣୀ:

୨୦୨୦ ମାର୍ଚ୍ଚ ୨୦:

  • ପେଡିଆଟ୍ରିକ୍‌ ସ୍ପେଶିଆଲିଷ୍ଟ, ଡିଇଆଇସି- ଗୋଟିଏ ପଦବୀ – ୬୬,୧୫୦ ଟଙ୍କା
  • ମେଡିକାଲ୍‌ ଅଫିସର୍‌ ଏମ୍‌ବିବିଏସ୍‌ (SNCU, NPCDCS, DEIC) – ୬ଟି ପଦବୀ- ୫୨,୯୨୦ ଟଙ୍କା
  • କ୍ଲିନିକାଲ୍‌ ସାଇକୋଲୋଜୀଷ୍ଟ, ଡିଏମ୍‌ଏଚ୍‌ପି- ଗୋଟିଏ ପଦବୀ- ୨୫,୯୩୧ ଟଙ୍କା
  • ସାଇକିଆଟ୍ରିକ୍‌ ସୋସିଆଲ୍‌ ଓ୍ଵାର୍କର, ଡିଏମ୍‌ଏଚ୍‌ପି- ଗୋଟିଏ ପଦବୀ- ୨୫,୯୩୧ ଟଙ୍କା

୨୦୨୦ ମାର୍ଚ୍ଚ ୨୧:

  • ଅପ୍‌ଟୋମେଟ୍ରିଷ୍ଟ, ଡିଇଆଇସି- ଗୋଟିଏ ପଦବୀ- ୧୩,୪୨୮ ଟଙ୍କା
  • ଡେଣ୍ଟାଲ୍‌ ଟେକ୍ନିସିଆନ୍‌, ଡିଇଆଇସି- ଗୋଟିଏ ପଦବୀ- ୧୧,୫୬୨ ଟଙ୍କା
  • ବ୍ସକ୍‌ ଆକାଉଣ୍ଟ୍‌ସ୍‌ ମ୍ୟାନେଜର/ଆକାଉଣ୍ଟାଣ୍ଟ- ୩ଟି ପଦବୀ- ୧୫,୯୭୬ ଟଙ୍କା

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୨୦ ଏବଂ ୨୧ ସକାଳ ୧୦.୩୦ (ସକାଳ ୯.୩୦ରୁ ୧୦.୩୦ ମଧ୍ୟରେ ରେଜିଷ୍ଟ୍ରେସନ୍‌ କରିବେ)

ଏହି ବିଜ୍ଞପ୍ତି ମାର୍ଚ୍ଚ ୧୨ ତାରିଖରେ ପ୍ରକାଶ ପାଇଛି। ଏହି ନିଯୁକ୍ତି ସଂମ୍ପର୍କିତ ଅଧିକ ସୂଚନା ପାଇଁ www.nayagarh.nic.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।

Source: https://www.chakiri.plus/

Comment