ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା ବଣ୍ଡମୁଣ୍ଡାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ, ଏକାଡେମିକ କାଉନ୍‌ସେଲର, କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମାର୍ଚ୍ଚ ୨୧ ଯାଏଁ ଆବେଦନ କରିପାରିବେ।

ପଦବୀ:

  • ପିଜିଟି
  • ଟିଜିଟି
  • ପିଆରଟି
  • କୋଚ୍‌
  • ଏକାଡେମିକ କାଉନ୍‌ସେଲର
  • କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର
  • ଯୋଗ ଶିକ୍ଷକ
  • ନର୍ସ

ଆବେଦନ ପ୍ରକ୍ରିୟା- ଏହି ବିଜ୍ଞପ୍ତି ମାର୍ଚ୍ଚ ୧୩ରେ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ବିଦ୍ୟାଳୟର ଓ୍ଵେବ୍‌ସାଇଟ୍‌ରୁ ବାୟୋଡାଟା ଫର୍ମ ଡାଉନ୍‌ଲୋଡ୍‌ କରି ଏହାକୁ ପୂରଣ କରିବେ। ଏହି ଫର୍ମକୁ ମାର୍ଚ୍ଚ ୧୯ ସୁଦ୍ଧା kvbndmct@gmail.com କୁ ପଠାଇଦେବେ। ଚୟନ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୩ ଓ ୨୪ରେ ଇଣ୍ଟରଭ୍ୟୁରେ ଯୋଗ ଦେବାକୁ ହେବ।

Source: https://www.chakiri.plus/

Comment