ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାୟାର୍‌ ଇଞ୍ଜିନିୟର ଆଣ୍ଡ ସେଫ୍‌ଟି ମ୍ୟାନେଜ୍‌ମେଣ୍ଟ (OIFESM)ରେ ଆକାଉଣ୍ଟସ୍‌ ଅଫିସର୍‌, କାଉନ୍‌ସେଲର୍‌, ପ୍ଲେସ୍‌ମେଣ୍ଟ ଅଫିସର୍‌, ଅଧ୍ୟାପକ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଜାରି ରହିବ।

ପଦବୀ:

  • ଆକାଉଣ୍ଟସ୍‌ ଅଫିସର୍‌- ଅଭିଜ୍ଞତା ସହ ଟାଲିରେ ଜ୍ଞାନ ଥିବା ଆବଶ୍ୟକ
  • କାଉନ୍‌ସେଲର୍‌ (ଉଭୟ ପୁରୁଷ ଓ ମହିଳା) – ଷ୍ଟୁଡେଣ୍ଟ କାଉନସେଲିଂରେ ଅଭିଜ୍ଞତା ଥିବା ଆବଶ୍ୟକ
  • ପ୍ଲେସ୍‌ମେଣ୍ଟ ଅଫିସର୍‌- ଅଭିଜ୍ଞତା ସହ ଉତ୍ତମ ଯୋଗାଯୋଗରେ ଦକ୍ଷତା ଥିବା ଆବଶ୍ୟକ
  • ଅଧ୍ୟାପକ (ଫାୟାର) – ଅବସରପ୍ରାପ୍ତ/ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ
  • ଅଧ୍ୟାପକ (ସେଫ୍‌ଟି) – ଅବସରପ୍ରାପ୍ତ/ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ
  • ଅଧ୍ୟାପକ (କମ୍ପ୍ୟୁଟର) – ଓଏସ୍‌-ସିଆଇଟି (ଓକେସିଏଲ୍‌) ରେ ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ
  • କମ୍ପ୍ୟୁଟର (ଏମ୍‌ଆଇଏସ୍‌) – PMKVY 2.0 ପୋର୍ଟାଲ୍‌ରେ ଅଭିଜ୍ଞତା ଥିବା ଆବଶ୍ୟକ
  • ସେଣ୍ଟର ଇନ୍‌ ଚାର୍ଜ (PMKVY) – ସଂପୃକ୍ତ ବିଷୟରେ ଅଭିଜ୍ଞତା ଥିବା ଆବଶ୍ୟକ
  • ମ୍ୟାନେଜର (କୋଚିଂ ସେଣ୍ଟର ପାଇଁ) – ସଂପୃକ୍ତ ବିଷୟରେ ଅଭିଜ୍ଞତା ଥିବା ଆବଶ୍ୟକ
  • ଅଧ୍ୟାପକ (ମ୍ୟାଥ୍‌, ସାଇନ୍ସ, ଇଂଲିସ୍‌) (୮ମ, ୯ମ, ୧୦ମ ଶ୍ରେଣୀ ପାଇଁ) – ଅଭିଜ୍ଞ ପ୍ରାର୍ଥୀମାନେ ଆବେଦନ କରିପାରିବେ

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ofei_bbsr@yahoo.co /  udayacoaching@gmail.com କୁ ମାର୍ଚ୍ଚ ୨୫ ସୁଦ୍ଧା ପଠାଇପାରିବେ।

ଠିକଣା– OIFESM ଅଫିସ୍‌: /1294, ୨ୟ ଫ୍ଲୋର୍‌, ଗୌରୀ କମ୍ପ୍ଲେକ୍ସ, ସିଆର୍‌ପି ସ୍କୋୟାର୍‌, ଭୁବନେଶ୍ଵର, ଫୋନ୍‌- 0674-2564978

Source: https://www.chakiri.plus/

Comment